ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୋଗୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ରେ ପୋଷ୍ଟ କରିଛନ୍ତି:
ଭୋଗୀର ସ୍ୱତନ୍ତ୍ର ଅବସରରେ ସଭିଙ୍କୁ ଶୁଭେଚ୍ଛା।
Best wishes on the special occasion of Bhogi. pic.twitter.com/6oTxCq7xu8
— Narendra Modi (@narendramodi) January 14, 2024


