ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଉପରେ ଉଲ୍ଲେଖନୀୟ ଭରସା ପ୍ରଦର୍ଶନ କରି ୨୦୦ କୋଟି କୋଭିଡ-୧୯ ଟିକା ଡୋଜର ବିଶେଷ ସଂଖ୍ୟା ଅତିକ୍ରମ କରିଥିବାରୁ ଭାରତର ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହି ଅଭିଯାନରେ ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ଆବେଗ ଏବଂ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି ।

 କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

 “ଭାରତ ପୁଣି ଇତିହାସ ସୃଷ୍ଟି କରିଛି! ୨୦୦ କୋଟି ଟିକା ଡୋଜର ବିଶେଷ ସୀମା ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ । ଭାରତର ଟୀକାକରଣ ଅଭିଯାନକୁ ଗତି ଦେବା ସହିତ ଅଦ୍ୱିତୀୟ କରିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ପାଇଁ ଗର୍ବିତ । ଏହା କୋଭିଡ-୧୯ ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିଛି ।”

 ଏହି ଟିକାକରଣରେ ସଂପୂର୍ଣ୍ଣ ଭାବେ ଭାରତର ଲୋକମାନେ ବିଜ୍ଞାନ ଉପରେ ଉଲ୍ଲେଖନୀୟ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି । ଆମର ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀ ଏକ ନିରାପଦ ବିଶ୍ୱ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ସେମାନଙ୍କର ଆବେଗ ଏବଂ ନିଷ୍ଠାକୁ ପ୍ରଶଂସା କରୁଛି ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
'After June 4, action against corrupt will intensify...': PM Modi in Bengal's Purulia

Media Coverage

'After June 4, action against corrupt will intensify...': PM Modi in Bengal's Purulia
NM on the go

Nm on the go

Always be the first to hear from the PM. Get the App Now!
...
PM Modi's interview to Bharat 24
May 20, 2024

PM Modi spoke to Bharat 24 on wide range of subjects including the Lok sabha elections and the BJP-led NDA's development agenda.