ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର ଟି-୩୮ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ରମଣ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ଶର୍ମାଙ୍କ ଦୃଢ଼ ସଂକଳ୍ପକୁ ମଧ୍ୟ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
ଏସୀୟ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର ଟି-୩୮ ଇଭେଣ୍ଟରେ ଉଲ୍ଲେଖନୀୟ ବିଜୟ ପାଇଁ ରମଣ ଶର୍ମାଙ୍କୁ ଅଭିନନ୍ଦନ।
ତାଙ୍କର ଅତୁଟ ସଂକଳ୍ପ ଶକ୍ତି ଓ ଗତି ଦ୍ବାରା ଏହି ସଫଳତା ମିଳିପାରିଛି। ଆଗକୁ ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା।
Congratulations to Raman Sharma for his remarkable victory in the Men's 1500m T-38 event at the Asian Para Games.
— Narendra Modi (@narendramodi) October 27, 2023
His unwavering determination and speed have earned this great success. Best wishes for the endeavours ahead. pic.twitter.com/WBnKdup8Ew


