ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରଲୀ ବୈଜନାଥ-ବିକାରାବାଦ ବିଦୁ୍ୟତୀକରଣ ପ୍ରକଳ୍ପ ନିମନ୍ତେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କାହିଁକି ନା ବର୍ତ୍ତମାନ ୨୬୮ କିଲୋମିଟରର ସମ୍ପୂର୍ଣ୍ଣ ମାର୍ଗର ବିଦୁ୍ୟତୀକରଣ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି:
‘‘ଏହି ମିଶନକୁ ଆହୁରି ଶକ୍ତି ତଥା କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ଲୋକମାନଙ୍କୁ ଶୁଭେଚ୍ଛା, ଯେଉଁମାନଙ୍କୁ ଏହି ବିଶେଷ ସମ୍ପ୍ରସାରଣ ଦ୍ୱାରା ଲାଭ ମିଳିବ ।’’
More power to this Mission and congratulations to the people from Karnataka, Maharashtra and Telangana who will benefit from this particular stretch. https://t.co/AUpHTszu6Q
— Narendra Modi (@narendramodi) February 3, 2023


