ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣର ସଫଳତା ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣ ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ । ଦେଶରେ ମହାକାଶ ସଂସ୍କାରର ଏକ ନୂତନ ଯୁଗରେ ଏହା ପଥ ପ୍ରଦର୍ଶକ ହୋଇପାରିଛି । 18 ଜଣ ସହଯାତ୍ରୀ ଚାରୋଟି ଛୋଟ ଉପଗ୍ରହ ଅନ୍ତର୍ଭୁକ୍ତ କରିଥିଲେ ଯାହା ଆମ ଯୁବକମାନଙ୍କ ଉତ୍ସାହ ଏବଂ ଅଭିନବତାକୁ ଦର୍ଶାଇଥିଲା ।

 

The Prime Minister also congratulated the President of Brazil, Jair Bolsonaro on the successful launch of Brazil's Amazonia-1 satellite by PSLV-C51.

ପିଏସଏଲଭି-ସି51 ଦ୍ୱାରା ବ୍ରାଜିଲର ଆମାଜୋନିଆ-1 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ବ୍ରାଜିଲ ରାଷ୍ଟ୍ରପତି ଜୋୟର ବୋଲସନାରୋଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଆଉ ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପିଏସଏଲଭି-ସି51 ଦ୍ୱାରା ବ୍ରାଜିଲର ଆମାଜୋନିଆ-1 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ରାଷ୍ଟ୍ରପତି ଜୋୟର ବୋଲସନାରୋଙ୍କୁ ଅଭିନନ୍ଦନ । ଆମ ମହାକାଶ ସହଯୋଗ କ୍ଷେତ୍ରରେ ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ବ୍ରାଜିଲର ବୈଜ୍ଞାନିକକମାନଙ୍କୁ ମଧ୍ୟ ମୋର ଅଭିନନ୍ଦନ" ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi