ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସର ପୁରୁଷ ଡିସ୍କସ ଥ୍ରୋ-ଏଫ୍ ୧୧ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍-୧୧ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ମୋନୁ ଘଙ୍ଗାସଙ୍କୁ ଅଭିନନ୍ଦନ। ତାଙ୍କ ଶକ୍ତି ଓ ଦକ୍ଷତା ତାଙ୍କୁ ଏକ ଚମତ୍କାର ରୌପ୍ୟ ପଦକ ପ୍ରଦାନ କରି ଭାରତକୁ ଗର୍ବିତ କରିଛି।
Congratulations to @GhangasMonu for the exceptional performance in Men's Discus Throw-F11 at the Asian Para Games. His power and skill have earned him a brilliant Silver Medal, making India proud. pic.twitter.com/INnz7Dzrkl
— Narendra Modi (@narendramodi) October 26, 2023


