ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ପୁରୁଷ କକ୍ସଲେସ ଫୋର ରୋଇଂ ଟିମର ଆଶିଷ, ଭୀମ ସିଂ, ଯଶବିନ୍ଦର ସିଂ ଏବଂ ପୁନିତ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବା ପାଇଁ ଟିମର ଅବିଶ୍ୱସଦୀୟ ସଂକଳ୍ପ ଏବଂ ସମନ୍ୱୟକୁ ଦର୍ଶାଇଛନ୍ତି ।
𝓐 𝓫𝓮𝓪𝓾𝓽𝓲𝓯𝓾𝓵 𝓑𝓻𝓸𝓷𝔃𝓮🥉
— SAI Media (@Media_SAI) September 25, 2023
With strength and determination, our 🇮🇳 men's Coxless 4 #Rowing Team of Ashish, Bheem Singh, Jaswinder Singh & Punit Kumar achieved a remarkable feat! 🚣♂️🥉
In the final race, they powered through the waters with a timing of 06:10.81,… pic.twitter.com/W03YbQll6F


