ପିଏସ୍‌ଏଲ୍‌ଭି-ସି49/ଇଓଏସ୍‌-01 ମିଶନର ସଫଳ ଉତ୍‌କ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ  ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ପିଏସ୍‌ଏଲ୍‌ଭି-ସି49/ଇଓଏସ୍‌-01 ମିଶନର ସଫଳ ଉତ୍‌କ୍ଷେପଣ ପାଇଁ ମୁଁ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରୁଛି । କରୋନା ମହାମାରୀ ସମୟରେ ଆମ ବେଜ୍ଞାନିକମାନେ ଅନେକ ପ୍ରତିବନ୍ଧକକୁ ଅତିକ୍ରମ କରି ନିର୍ଦ୍ଧାରିତ ସମମୟରେ ଏହି ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି ।

ଆମେରିକା ଓ ଲକ୍ସମବର୍ଗର 4ଟି ଲେଖାଏଁ ଏବଂ ଲିଥୁଆନିଆର ଗୋଟିଏ ଏପରି 9ଟି ଉପଗ୍ରହ ଏହି ମିଶନରେ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw

Media Coverage

Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership