ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମହିଳା ଫୁଟବଲ ଦଳକୁ ଏସ୍. ଏ. ଏଫ୍. ଏଫ୍. ମହିଳା ଚାମ୍ପିଅନସିପ୍ ୨୦୨୬ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ଏହା ଆଗାମୀ ସମୟରେ ଅଧିକରୁ ଅଧିକ ଯୁବକମାନଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରୋତ୍ସାହିତ କରିବ। ଦଳର ଭବିଷ୍ୟତ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ଏସ୍. ଏ. ଏଫ୍. ଏଫ୍. ମହିଳା ଚାମ୍ପିଅନସିପ୍ ୨୦୨୬ ଜିତିଥିବାରୁ ଭାରତୀୟ ମହିଳା ଫୁଟବଲ ଦଳକୁ ଅଭିନନ୍ଦନ। ସେମାନେ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ଆଗାମୀ ସମୟରେ ଅଧିକରୁ ଅଧିକ ଯୁବକମାନଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରୋତ୍ସାହିତ କରିବ। ଦଳର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା । "

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2026
July 22, 2026

From Scholarships to Homes to High-Speed Rail: Inclusive Growth Under PM Modi’s Leadership