ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୩ ଦ୍ୱାରା ମହାକାଶକୁ ଭାରତୀୟ ଷ୍ଟାର୍ଟ-ଅପ୍ସଙ୍କ ଦୁଇଟି ପେ-ଲୋଡର ସଫଳ ଉତକ୍ଷେପଣ ପାଇଁ ଇନ-ସ୍ପେସ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ଜଣାଇଛନ୍ତି;

“ଭାରତୀୟ ଷ୍ଟାର୍ଟଅପ୍ସଙ୍କ ଦୁଇଟି ପେ-ଲୋଡ ମହାକାଶକୁ ଉତକ୍ଷେପଣ କରି ପିଏସଏଲଭି ସି୫୩ ମିଶନ ନୂତନ କୀର୍ତ୍ତିମାନ ହାସଲ କରିଛି । ଏହି ସଫଳତା ପାଇଁ @INSPACeIND ଓ @isroକୁ ଅଭିନନ୍ଦନ । ନିକଟ ଭବିଷ୍ୟତରେ ଆହୁରି ଅନେକ ଭାରତୀୟ କମ୍ପାନୀ ମହାକାଶରେ ପହଞ୍ଚିବେ ବୋଲି ଦୃଢନିଶ୍ଚିତ ।”      

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi