ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖନୀୟ ଅବଦାନ ପାଇଁ ଜିଇଏମ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ ଜିଇଏମ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ କ୍ରେତା-ବିକ୍ରେତା ଗୌରବ ସମ୍ମାନ ସମାରୋହ ୨୦୨୩ ରେ ସମ୍ମାନିତ ଏବଂ ପୁରସ୍କୃତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ୍ରେତା ବିକ୍ରେତା ଗୌର ସମ୍ମାନ ସମାରୋହ ୨୦୨୩ ଜିଣିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସରକାରୀ ଇ-ମାର୍କେଟପ୍ଲେସ୍ ଦ୍ୱାରା ଏହି ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶ୍ରୀ ପୀୟୁଷ ଗୋୟଲଙ୍କ ଟୁଇଟ୍‍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଉଲ୍ଲେଖନୀୟ ଅବଦାନ ପାଇଁ ଜିଇଏମ୍‍ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଅଭିନନ୍ଦନ । ଏଭଳି ପ୍ରୟାସ ସମୃଦ୍ଧତା ଏବଂ ଆତ୍ମର୍ନିଭରଶୀଳତା ପାଇଁ ଭାରତର ଯାତ୍ରାକୁ ଦୃଢ କରିଥାଏ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines