ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ଦୃଷ୍ଟିର ସଫଳ ଶୁଭାରମ୍ଭ ପାଇଁ ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗାଲାକ୍ସଆଇର ମିଶନ ଦୃଷ୍ଟି ଭାରତର ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ପ୍ରଥମ ଓପ୍ଟୋସାର ଉପଗ୍ରହ ଏବଂ ଭାରତର ସର୍ବବୃହତ ଘରୋଇ ଭାବେ ନିର୍ମିତ ଉପଗ୍ରହର ସଫଳ ଉତକ୍ଷେପଣ ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଯୁବକମାନଙ୍କ ଉତ୍ସାହର ଏକ ପ୍ରମାଣ। ସେ ମଧ୍ୟ ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ତାଙ୍କର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ଗାଲାକ୍ସଆଇ ଦ୍ୱାରା ମିଶନ ଦୃଷ୍ଟି ଆମର ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା ଚିହ୍ନିତ କରେ । ବିଶ୍ୱର ପ୍ରଥମ ଓପ୍ଟୋସାର ଉପଗ୍ରହ ଏବଂ ଭାରତର ସର୍ବବୃହତ ଘରୋଇ ନିର୍ମିତ ଉପଗ୍ରହର ସଫଳ ଉତକ୍ଷେପଣ ଅଭିନବତ୍ୱ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆମ ଯୁବପିଢ଼ିଙ୍କ ଉତ୍ସାହର ଏକ ପ୍ରମାଣ।

ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । "

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 17, 2026
June 17, 2026

PM Narendra Modi's Dual Legacy: Commanding Global Respect While Delivering Health Miracles, Rail Revolution & Digital Leadership