ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ର ଫିଡେ (ଏଫ୍‌ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ୍ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “କୋନେରୁ ହମ୍ପି ମଧ୍ୟ ଚାମ୍ପିଅନ୍‌ସିପରେ ଅପାର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତର ପୟାସ ପାଇଁ ଶୁଭକାମନା ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଦୁଇ ଉତ୍କୃଷ୍ଟ ଭାରତୀୟ ଚେସ ଖେଳାଳିଙ୍କୁ ନେଇ ଏକ ଐତିହାସିକ ଫାଇନାଲ!”

ଯୁବ ଖେଳାଳି ଦିବ୍ୟା ଦେଶମୁଖ ୨୦୨୫ରେ ଫିଡେ (ଏଫ୍‌ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ମୁଁ ଗର୍ବିତ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ, ଯାହା ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ।

କୋନେରୁ ହମ୍ପି ମଧ୍ୟ ଚାମ୍ପିଅନସିପରେ ଅପାର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ।”

 

@DivyaDeshmukh05

@humpy_koneru

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi