ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି-୬୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଧର୍ମରାଜ ସୋଲାଇରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଧର୍ମରାଜ ସୋଲାଇରାଜଙ୍କୁ ତାଙ୍କ ସୁବର୍ଣ୍ଣ ସଫଳତା ଏବଂ ଏସୀୟ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି-୬୪ରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ। ଭାରତ ଆନନ୍ଦିତ ଓ ଗର୍ବିତ । ସେ ଇତିହାସ ସୃଷ୍ଟି କରି ଦେଶକୁ ପ୍ରେରଣା ଦେଇଛନ୍ତି।
Congratulations to Dharmaraj Solairaj for his Golden leap and securing the coveted Gold in Men's Long Jump-T64 at the Asian Para Games. India is elated. He has made history and inspired the nation. pic.twitter.com/LMERPMuu5I
— Narendra Modi (@narendramodi) October 27, 2023


