ସେୟାର
 
Comments

ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାବିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆସନ୍ତାକାଲିର ସଫଳତା ପାଇଁ ଦେଶର ସମର୍ଥନ ରହିଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି;

“ଶୁଭେଚ୍ଛା ଭାବିନା ପଟେଲ! ଆପଣ ଉନ୍ନତ ଖେଳ ପ୍ରଦର୍ଶନ କଲେ । ସାରା ଦେଶ ଆସନ୍ତାକାଲି ଆପଣଙ୍କ ସଫଳତା ପାଇଁ ପ୍ରାର୍ଥନା କରିବା ସହ ସମର୍ଥନ ଜଣାଇବ । ଚାପମୁକ୍ତ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ । ଆପଣଙ୍କ ଉପଲବ୍ଧି ସାରା ଦେଶକୁ ପ୍ରେରଣା ଯୋଗାଇବ ।”    

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Forex reserves up by USD 1.492 billion to USD 641 billion

Media Coverage

Forex reserves up by USD 1.492 billion to USD 641 billion
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments

Join Live for Mann Ki Baat