ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଶ୍ରୀ ସମରେଶ ମଜୁମଦାରଙ୍କୁ ବଙ୍ଗଳା ସାହିତ୍ୟରେ ତାଙ୍କ ଯୋଗଦାନ ପାଇଁ ମନେ ରଖାଯିବ । ତାଙ୍କ କାର୍ଯ୍ୟ ପଶ୍ଚିମବଙ୍ଗ ସମାଜ ଓ ସଂସ୍କୃତିର ବିଭିନ୍ନ ଦିଗକୁ ଦର୍ଶାଇଥାଏ । ତାଙ୍କ ପରିବାରକୁ ମୋର ସମବେଦନା । ’
Shri Samaresh Majumdar will be remembered for his contribution to Bengali literature. His works capture different aspects of the society and culture of West Bengal. My condolences to his family. Om Shanti.
— Narendra Modi (@narendramodi) May 8, 2023


