ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମଦ୍ ପଞ୍ଚଖଣ୍ଡ ପୀଠାଧୀଶ୍ୱର ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସମାଜ ତଥା ଦେଶର ସେବା ପାଇଁ ଉତ୍ସର୍ଗୀକୃତ ଶ୍ରୀମଦ୍ ପଞ୍ଚଖଣ୍ଡ ପୀଠାଧୀଶ୍ୱର ଆଚାର୍ଯ୍ୟ ଧର୍ମେନ୍ଦ୍ର ଜୀଙ୍କର ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ତାଙ୍କର ପରଲୋକ ଧାର୍ମିକ ତଥା ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଭଗବାନ ତାଙ୍କୁ ତାଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି!”
समाज और राष्ट्रसेवा में समर्पित श्रीमद् पंचखण्ड पीठाधीश्वर आचार्य धर्मेंद्र जी के निधन से अत्यंत दुख हुआ है। उनका जाना धार्मिक और आध्यात्मिक जगत के लिए एक अपूरणीय क्षति है। ईश्वर उन्हें अपने श्रीचरणों में स्थान दे। ओम शांति!
— Narendra Modi (@narendramodi) September 19, 2022


