ନାଗାଲ୍ୟାଣ୍ଡର ଶ୍ରୀ ବିସାସୋଲି ହୋଙ୍ଗୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଶ୍ରୀ ବିସାସୋଲି ହୋଙ୍ଗୁ ଜଣେ କଠିନ ପରିଶ୍ରମୀ ଏବଂ ସମର୍ପିତ ବ୍ୟକ୍ତି ଥିଲେ, ଯିଏକି ନାଗାଲ୍ୟାଣ୍ଡର ପ୍ରଗତି ଏବଂ ନାଗା ଲୋକଙ୍କ ସଶକ୍ତିକରଣ ଦିଗରେ ବିଶେଷ ଆଗ୍ରହୀ ଥିଲେ । ରାଜ୍ୟରେ ବିଜେପି ଦଳକୁ ସଶକ୍ତ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଅମର ଆତ୍ମାର ସଦଗତି କାମନା କରୁଛି” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi