ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କଥାକଳି ନୃତ୍ୟଶିଳ୍ପୀ ସୁଶ୍ରୀ ମିଲେନା ସାଲଭିନିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତୀୟ ସଂସ୍କୃତି ପ୍ରତି ଥିବା ତାଙ୍କର ଅବଦାନ ପାଇଁ ଶ୍ରୀମତୀ ମିଲେନା ସାଲଭିନି ସ୍ମରଣୀୟ ହୋଇ ରହିବେ । ସେ ଫ୍ରାନ୍ସରେ କଥାକଳିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ତାଙ୍କର ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ମୋର ସମବେଦନା ତାଙ୍କ ପରିବାର ଏବଂ ଶୁଭେଚ୍ଛୁମାନଙ୍କ ସହିତ ଅଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।”
Ms. Milena Salvini will be remembered for her passion towards Indian culture. She made numerous efforts to further popularise Kathakali across France. I am anguished by her passing away. My thoughts are with her family and well-wishers. May her soul rest in peace.
— Narendra Modi (@narendramodi) January 26, 2022
Mme Milena Salvini restera dans les mémoires pour sa passion pour la culture indienne.Elle a fait de nombreux efforts pour populariser le Kathakali à travers la France. Je suis angoissé par sa disparition.Mes pensées vont à sa famille et à ses proches. Que son âme repose en paix.
— Narendra Modi (@narendramodi) January 26, 2022


