ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିବା ପାରୁଲ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ଏସୀୟ କ୍ରୀଡ଼ାରେ ମହିଳା ୩୦୦୦ ମିଟର ଷ୍ଟିପଲଚେଜରେ ପାରୁଲ ଚୌଧୁରୀ ଉଲ୍ଲେଖନୀୟ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ନିଷ୍ଠା ଏବଂ ପରିଶ୍ରମ ବାସ୍ତବରେ ଫଳ ଦେଇଛି । ଭାରତ ବେଶ୍ ଆନନ୍ଦିତ । ତାଙ୍କୁ ଅଭିନନ୍ଦନ ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।’
An outstanding Silver for Parul Chaudhary in the women's 3000m steeplechase at the Asian Games!
— Narendra Modi (@narendramodi) October 2, 2023
Her dedication and hard work have truly paid off. India is truly elated. Congrats to her and best wishes for the endeavours ahead. pic.twitter.com/YpNDEs29V0


