ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ଜିତିଥିବା ଆନନ୍ଦକୁମାର ଭେଲକୁମାର, ସିଦ୍ଧାନ୍ତ ରାହୁଲ କାମ୍ବଲେ ଏବଂ ବିକ୍ରମ ରାଜେନ୍ଦ୍ର ଇନଗାଲେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଟିମୱର୍କର ଅବିଶ୍ୱସନୀୟ ପ୍ରଦର୍ଶନ ଘରକ ଆଉ ଏକ ବ୍ରୋଞ୍ଜ ପଦକ ଆଣିଦେଇଛି!

ପୁରୁଷ ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ଆନନ୍ଦକୁମାର ଭେଲକୁମାର, ସିଦ୍ଧାନ୍ତ ରାହୁଲ କାମ୍ବଲେ ଏବଂ ବିକ୍ରମ ରାଜେନ୍ଦ୍ର ଇନଗାଲେ ବ୍ରୋଞ୍ଜ ପାଇଛନ୍ତି ।

ଭାରତ ଅତ୍ୟଧିକ ଆନନ୍ଦିତ ଏବଂ ଏହି ସଫଳତା ପାଇଁ ଗର୍ବିତ!’

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 16, 2026
April 16, 2026

From Bullet Trains to Billion-Dollar Apple Exports: How PM Modi is Scripting India’s Golden Chapter