ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ: ପ୍ରଧାନମନ୍ତ୍ରୀ

ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିବା ସହ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ଆହ୍ୱାନ ଦେଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ । #MyHandloomMyPride ବିଚାରଧାରାକୁ ଆଗେଇ ନେଇ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆମ ବୁଣାକାରମାନଙ୍କୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ହେବା । ଆସନ୍ତୁ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀକୁ ସମର୍ଥନ କରିବା ।”  

ଅଲମ୍ପିକ ମେଡାଲ ବିଜେତା ସାଇଖୋମ ମୀରାବାଈ ଚାନୁଙ୍କ ଟ୍ୱିଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ କହିଛନ୍ତି;

“ଗତ କିଛି ବର୍ଷ ହେଲା ହସ୍ତତନ୍ତ ପ୍ରତି ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି । @ମୀରାବାଈ ଚାନୁ #MyHandloomMyPride ବିଚାରଧାରାକୁ ସମର୍ଥନ କରୁଥିବାରୁ ଆନନ୍ଦିତ । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ହସ୍ତତନ୍ତ କ୍ଷେତ୍ର ଅବଦାନ ଦେଇ ଚାଲିଥିବ ବୋଲି ମୋର ଦୃଢ ବିଶ୍ୱାସ ।” 

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
UPI Adding Up To 60 Lakh New Users Every Month, Global Adoption Surges

Media Coverage

UPI Adding Up To 60 Lakh New Users Every Month, Global Adoption Surges
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people on Guru Purnima
July 21, 2024

The Prime Minister, Shri Narendra Modi has extended greetings to people on the auspicious occasion of Guru Purnima.

In a X post, the Prime Minister said;

“पावन पर्व गुरु पूर्णिमा की सभी देशवासियों को अनेकानेक शुभकामनाएं।”