ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେରି ମାଟି ମେରା ଦେଶ’ ଅଭିଯାନକୁ ଶୁଭେଚ୍ଛା ଜଣାଇବା ସହ ଦେଶର ବିଭିନ୍ନ ସ୍ଥାନର ମାଟି ଦ୍ୱାରା ପ୍ରସ୍ତୁତ ‘ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କଳ୍ପନାକୁ ସାକାର କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ବହୁତ ବହୁତ ଶୁଭକାମନା! ‘ମେରି ମାଟି ମେରା ଦେଶ’ ଅଭିଯାନ ଆମର ଏକତା ଏବଂ ଅଖଣ୍ଡତାକୁ ଆହୁରି ମଜଭୁତ କରିବାକୁ ଯାଉଛି । ମୁଁ ନିଶ୍ଚିତ ଯେ ଏହା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିରୁ ଏଭଳି ଏକ ଅମୃତ ବାଟିକା ନିର୍ମାଣ ହେବ, ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର କଳ୍ପନାକୁ ସାକାର କରିବ । ଆସନ୍ତୁ ଏହି ‘ଅମୃତ କଳସ ଯାତ୍ରା’ରେ ଆମର ଭାଗିଦାରୀକୁ ସୁନିଶ୍ଚିତ କରିବା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Eway bills rise 7.7% to 139.08 mn in August, third highest on record

Media Coverage

Eway bills rise 7.7% to 139.08 mn in August, third highest on record
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership