ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡର ୱାର୍ସାରେ ପହଞ୍ଚିଛନ୍ତି । ଗତ 45 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ସେ ରାଷ୍ଟ୍ରପତି ମହାମହିମ ଶ୍ରୀ ଆନ୍ଦ୍ରେଜେଜ ସେବାଷ୍ଟିଆନ ଡୁଡା ଏବଂ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିବେ ଏବଂ ପୋଲାଣ୍ଡରେ ଥିବା ଭାରତୀୟ ସମୁଦାୟ ସହିତ ଆଲୋଚନା କରିବେ ।




