ୱାର୍ଲ୍ଡ ଚାମ୍ପିୟନସିପ୍ ଫାଇନାଲ ପାଇଁ କ୍ୱାଲିଫାଏ କଲା ଟିମ୍‌

ଭାରତୀୟ ପୁରୁଷ ୪x୪୦୦ ମିଟର ରିଲେ ଟିମ୍‌ର ସଦସ୍ୟ ଅନାସ୍‌, ଅମୋଜ, ରାଜେଶ, ରମେଶ ଏବଂ ମହମ୍ମଦ ଅଜମଲ୍ ବିଶ୍ୱ ଚାମ୍ପିୟନସିପ୍ ଫାଇନାଲରେ ଯୋଗ୍ୟତା ହାସଲ ପାଇଁ କରିଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ୱାର୍ଲ୍ଡ ଆଥଲେଟିକ ଚାମ୍ପିୟନସିପରେ ଅବିଶ୍ୱସନୀୟ ଦଳଗତ ପ୍ରଦର୍ଶନ!

ଅନାସ, ଅମୋଜ, ରାଜେଶ, ରମେଶ ଏବଂ ମହମ୍ମଦ ଅଜମଲ ଫାଇନାଲରେ ପ୍ରବେଶ କରି ଏମ୍ ୪x୪୦୦ ମିଟର ରିଲେରେ ଏକ ନୂତନ ଏସୀୟ ରେକର୍ଡ କରିଛନ୍ତି ।

ଭାରତୀୟ ଆଥଲେଟିକ୍ସ ପାଇଁ ଏହା ଏକ ଐତିହାସିକ ପ୍ରତ୍ୟାବର୍ତ୍ତନ ଭାବେ ସ୍ମରଣୀୟ ହୋଇ ରହି ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership