ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟି-୨୦ ଦୃଷ୍ଟିବାଧିତ କ୍ରିକେଟ କପ୍ ବିଜେତା ଭାରତୀୟ ମହିଳା ଟିମକୁ ଭେଟିଛନ୍ତି । ଶ୍ରୀ ମୋଦୀ ଉତ୍ସାହର ସହ ସେମାନଙ୍କ ସହ ଭାବବିନିମୟ କରିଥିଲେ । ଏହି ଅବସରରେ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ସମୟର ଅନୁଭବ ବର୍ଣ୍ଣନା କରିଥିଲେ ।





In a message on X, Shri Modi said:
“It was a delight to host the Indian Blind Women’s Cricket Team that won the Blind Women’s T20 World Cup! They shared their experiences, which were very inspiring indeed.”
It was a delight to host the Indian Blind Women’s Cricket Team that won the Blind Women’s T20 World Cup! They shared their experiences, which were very inspiring indeed. pic.twitter.com/ar6SuQWHC9
— Narendra Modi (@narendramodi) November 27, 2025


