ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜୋଡି ହେଡେନଙ୍କୁ ସେମାନଙ୍କ ବିବାହ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଓ ଜୋଡି ହେଡେନଙ୍କୁ ସେମାନଙ୍କ ବିବାହ ପାଇଁ ଶୁଭେଚ୍ଛା । ସେମାନଙ୍କୁ ସୁଖୀ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଜଣାଉଛି ।@AlboMP ”
Congratulations to my good friend, PM Anthony Albanese and Ms. Jodie Haydon on their wedding. Wishing them a happy married life.@AlboMP https://t.co/6Dyq4dw2TC
— Narendra Modi (@narendramodi) November 29, 2025


