ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ୪୮ କେଜି ଜେ୨ ଜୁଡୋ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା କୋକିଲାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମହିଳା ୪୮ କେଜି ଜେ୨ ଜୁଡୋ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ କୋକିଲାଙ୍କୁ ଅଭିନନ୍ଦନ । ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।’
Congratulations to Kokila for the well-deserved Bronze in Women's 48 kg J2 in Judo. She is an inspiration to all. Best wishes for the endeavours ahead. pic.twitter.com/xT23lOx5in
— Narendra Modi (@narendramodi) October 23, 2023


