ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଭଦ୍ରାସନ' ର ଅଭ୍ୟାସ କରିବା ଦେଖାଯାଉଛନ୍ତି । ଲୋକମାନଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ସକାଳ ଦିନଚର୍ଯ୍ୟାର ଏକ ଅଂଶ କରନ୍ତୁ ।
Sharing a video on Bhadrasana. You may want to practice it and make it a part of your morning routine. #4thYogaDay #FitIndia pic.twitter.com/QiJe8GGAgn
— Narendra Modi (@narendramodi) April 12, 2018


