Kigali Agreement will have a lasting impact on our planet: PM Modi
Kigali Agreement will lead to reduction of 0.5 degree in global temp by end of century, help us achieve goals set in Paris: PM
Kigali Agreement will provide a mechanism for India to access & develop technologies that leave low carbon footprint: PM

ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଗାଲି ଚୁକ୍ତିକୁ ସ୍ଵାଗତ କରଛନ୍ତି । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ସହିତ ହାଇଡ୍ରୋକାର୍ବନକୁ ପରିବର୍ତ୍ତନ କରିବା ସଂପର୍କରେ କିଗାଲି, ରୁୱାଣ୍ଡାଠାରେ ସ୍ଵାକ୍ଷରିତ ଏହି ଚୁକ୍ତିରେ ଭାରତ ସମେତ 197ଟି ଦେଶ ସ୍ଵାକ୍ଷର କରିଛନ୍ତି ।

“ମଣ୍ଟ୍ରିଲର ମୂଳ ପ୍ରସ୍ତାବ ଉପରେ କିଗାଲି ଚୁକ୍ତି ଆଜି ସକାଳେ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରାଯାଇଥିଲା । ଏହା କାର୍ଯ୍ୟକାରୀ ହେଲେ ପୃଥିବୀ ଉପରେ ଏହାର ସୁଫଳ ପଡିବ । ଶତାବ୍ଦୀ ଶେଷସୁଦ୍ଧା ଏହିଚୁକ୍ତି କାର୍ଯ୍ୟକାରୀ କରାଗଲେ ବିଶ୍ଵସ୍ତରରେ ବାୟୁମଣ୍ଡଳରୁ 0.5 ଡିଗ୍ରୀ ଉତ୍ତାପ ହ୍ରାସ ପାଇବ । ପ୍ୟାରିସରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏହାଦ୍ଵାରା ପୂରଣ କରାଯାଇପାରିବ ।

ଭାରତ ସମେତ ବିଭିନ୍ନ ଦେଶର ନମନୀୟତା ଏବଂ ସହଯୋଗ ବହୁ ପ୍ରତିକ୍ଷିତ ଏଚଏଫସି ଚୁକ୍ତି କାର୍ଯ୍ୟକାରୀତାକୁ ଆଗେଇନେବ । ଏଥିସହିତ ଭାରତର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପକୁ ହ୍ରାସକରିବା ପାଇଁ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ମିଳିଯିବ ।

ସମସ୍ତ ଦେଶ ଏହିଭଳି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସହାୟତା ପ୍ରଦାନ ଏବଂ ସବୁଜ ପୃଥିବୀ ସୃଷ୍ଟକରିବା ପାଇଁ ଏକଜୁଟ ହୋଇଥିବାରୁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers