ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପ୍ରୟାଗରାଜ କୁମ୍ଭ ଗସ୍ତ କରିବେ । କୁମ୍ଭଠାରେ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ସ୍ଵଚ୍ଛ କୁମ୍ଭ ସ୍ଵଚ୍ଛ ଆଭାର କାର୍ଯ୍ୟକ୍ରମରେ ସେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀ, ସ୍ଵଚ୍ଛାଗ୍ରହୀ, ପୁଲିସ କର୍ମଚାରୀ ଏବଂ ନାବିକମାନଙ୍କୁ ସ୍ଵଚ୍ଛ କୁମ୍ଭ ସ୍ଵଚ୍ଛ ଆଭାର ପୁରସ୍କାର ପ୍ରଦାନ କରିବେ । ସେଠାରେ ସ୍ଵଚ୍ଛ ସେବା ସମ୍ମାନ ସୁବିଧାର ଡିଜିଟାଲ ଘୋଷଣା ହେବ ।

ପରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧନ କରିବେ ।

ତ୍ରିବେଣୀ ସଙ୍ଗମଠାରେ ପ୍ରଧାନମନ୍ତ୍ରୀ ସ୍ନାନ କରିବେ । ପ୍ରୟାଗରାଜଠାରେ ସେ ସଫେଇ କର୍ମଚାରୀଙ୍କ ସହ ମତ ବିନିମୟ କରିବେ ।

ଚଳିତ ବର୍ଷ ପ୍ରୟାଗରାଜ କୁମ୍ଭରେ ସ୍ଵଚ୍ଛତା ଓ ସ୍ଵଚ୍ଛ ଭାରତ ପଦକ୍ଷେପକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ସ୍ଵଚ୍ଛ କୁମ୍ଭ ସ୍ଵଚ୍ଛ ଆଭାର ପୁରସ୍କାର  ଚଳିତ କୁମ୍ଭ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଲାଗି ସମ୍ମାନର ବିଷୟ ହେବ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at Malda rally: People of India, especially Gen Z, have reposed faith in BJP’s development model

Media Coverage

PM Modi at Malda rally: People of India, especially Gen Z, have reposed faith in BJP’s development model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 17, 2026
January 17, 2026

Citizens Celebrate Unstoppable India: PM Modi's Vision of Innovation and Inclusion