PM to inaugurate the Dr. Ambedkar International Centre tomorrow

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିଲ୍ଲୀର 15, ଜନପଥଠାରେ ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଡଃ॰ଆମ୍ବେଦକର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ କେନ୍ଦ୍ର (DAICSET)ର ଶୁଭାରମ୍ଭ କରିବେ ।

“ଆସନ୍ତା କାଲି ଦିନ 11ଟା ବେଳେ ମୁଁ ଦିଲ୍ଲୀର 15 ଜନପଥଠାରେ ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରର ଉଦ୍ଘାଟନ କରିବି । ଏହି ଅବସର ଆହୁରି ଅଧିକ ବିଶେଷତ୍ୱ ରଖେ କାରଣ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମୋତେ ମିଳିଥିଲା । ରାଷ୍ଟ୍ରୀୟ ରାଜଧାନୀର ପ୍ରମୁଖ ସ୍ଥଳରେ, ଏହା ଡଃ ଆମ୍ବେଦକରଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ ।

ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ହେଉଛି ବୌଦ୍ଧ ଏବଂ ସାମ୍ପ୍ରତିକ ସ୍ଥାପତ୍ୟ କଳାର ଏକ ସମ୍ମିଶ୍ରଣ । ଏଥିରେ ଆଲୋଚନା ଚକ୍ର ଏବଂ ସମ୍ମିଳନୀ ଗୃହ ମଧ୍ୟ ରହିଛି । ଏଠାରେ ତିନୋଟି ପ୍ରେକ୍ଷାଳୟ, ଏକ ବୃହତ୍ ପାଠାଗାର ଏବଂ ଏକ ସମୃଦ୍ଧ ଡିଜିଟାଲ ସଂଗ୍ରହାଳୟ ରହିଛି ।
ଆସନ୍ତାକାଲି ଡଃ ଆମ୍ବେଦକର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ କେନ୍ଦ୍ର(DAICSET)ର ଶୁଭାରମ୍ଭ କରାଯିବ । ଏହି ପ୍ରତିଷ୍ଠାନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଧିକ ଆଲୋଚନା, ପର୍ଯ୍ୟାଲୋଚନା, ଗବେଷଣା ଏବଂ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ମୌଳିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Jodhpur’s new Airport terminal blends Rajasthan heritage with 50% lower energy consumption

Media Coverage

How Jodhpur’s new Airport terminal blends Rajasthan heritage with 50% lower energy consumption
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting significance of mutual dependence
July 14, 2026

The Prime Minister, Shri Narendra Modi shared a Sanskrit Subhashitam-

“प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥”

The Subhashitam conveys that just as the Sun cannot be perceived without its light, so too light cannot exist without the Sun. Thus, the entire existence and power of the Sun and its light are entirely dependent upon each other.

The Prime Minister wrote on X;

प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥