ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବିଲ୍ ଗେଟ୍ସଙ୍କ ଏକ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ଧନ୍ୟବାଦ@ବିଲଗେଟ୍ସ ।
ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତି ବ୍ୟବହାରର ଅସୀମ ସମ୍ଭାବନା ରହିଛି ଓ ଭାରତ ଏ ଦିଗରେ କଠିନ ପରିଶ୍ରମ କରୁଛି ।
Thank you @BillGates for the kind words on the Ayushman Bharat Digital Mission.
— Narendra Modi (@narendramodi) September 29, 2021
There is immense scope in leveraging technology for betterment of health infrastructure and India is working hard in this direction. https://t.co/eprhyeAbJn


