୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ 

 

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ  ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ 

 

ନେପାଳ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ  ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞତାପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି  ଭାରତ  ନେପାଳମଧ୍ୟରେ ଦୃଢ଼ ସମ୍ପର୍କ ପାଇଁ ଆପଣଙ୍କ ସହ ସମ୍ପୂର୍ଣ୍ଣସହମତ 

 

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ  ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁଧନ୍ୟବାଦରାଷ୍ଟ୍ରପତି ମହମ୍ମଦ ମୁଇଜୁ  ଭାରତମାଳଦ୍ୱୀପକୁ ଉତ୍ତମ ବନ୍ଧୁ ଭାବେ ବିବେଚନାକରିଥାଏ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦୁଇଦେଶ ସାଥୀ ହୋଇ କାମ କରିବା ଜାରି ରଖିବେ 

 

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ  ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

ଆମର ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛାପାଇଁ ମୋର ଉତ୍ତମ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲମାକ୍ରନଙ୍କୁ ମୁଁ ଧନ୍ୟବାଦ ଜଣାଉଛି  ମୁଁ କେବଳତାଙ୍କର ଭାରତ ଗସ୍ତ ନୁହେଁଆମର ଭିନ୍ନ ଭିନ୍ନସମୟର ଭେଟକୁ ସ୍ମରଣ କରୁଛିଯାହାକିଭାରତ-ଫ୍ରାନ୍ସର ସହଯୋଗିତାକୁ ଦୃଢ଼ କରିଛି ବିଶ୍ୱର ମଙ୍ଗଳ ପାଇଁ ଆମେ ମିଳିତ ଭାବେ କାମକରିବା ଜାରି ରଖିବୁ 

 

ମରିସସ୍ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ  ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

ସ୍ୱାଧୀନତା ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ  ଆମ ଦୁଇଦେଶର ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେଉ ଏବଂ ବହୁମୁଖୀହେଉ 

 

ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦଙ୍କ ଏକପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟକରିଛନ୍ତି:

ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞ@HHShkMohd  ଭାରତ  ୟୁଏଇ ମଧ୍ୟରେସମ୍ପର୍କକୁ ଦୃଢ଼ କରିବା ଦିଗରେ ଆପଣଙ୍କପ୍ରତିବଦ୍ଧତା ପ୍ରଶଂସନୀୟ  ବିଗତ ବର୍ଷ ମାନଙ୍କରେଆମ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆମେ ଜାରିରଖିବା 

ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କସ୍ୱାଧୀନତା ଦିବସ ଶୁଭେଚ୍ଛାର ଉତ୍ତରରେପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଆପଣଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞପ୍ରଧାନମନ୍ତ୍ରୀ @GiorgiaMeloni ଭାରତ-ଇଟାଲି ବନ୍ଧୁତ୍ୱ ଉତ୍ତମ ବିଶ୍ୱ ଗଠନ ଦିଗରେଏପରି ବଢ଼ି ଚାଲିଥାଉ 

 

 

Replying to the Prime Minister of Italy Georgia Meloni's Independence Day wishes, Shri Modi posted on X:

“Grateful for your Independence Day wishes, PM @GiorgiaMeloni. May the India-Italy friendship keep growing and contributing towards a better planet.”

 

 

ଭାରତର ସ୍ୱାଧୀନତା ଦିବସ ଅବସରରେ ଗୁୟାନାରରାଷ୍ଟ୍ରପତି ଇରଫାନ୍ ଅଲ୍ଲୀଙ୍କ ଶୁଭେଚ୍ଛା ପାଇଁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ 

ଅଲ୍ଲୀଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସ ରେପୋଷ୍ଟ କରିଛନ୍ତି:

ଧନ୍ୟବାଦ @presidentaligy ଆପଣଙ୍କଉଚ୍ଛ୍ୱସିତ ଶୁଭେଚ୍ଛା ପାଇଁ  ଆମ ଦେଶବାସୀଙ୍କବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବାକୁ ଭବିଷ୍ୟତରେଆପଣଙ୍କ ସହ କାମ କରିବାକୁ ଆଗ୍ରହ ରଖୁଛି 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts