PM salutes the teaching community, on Teachers' Day; pays tributes to Former President Dr. Sarvepalli Radhakrishnan, on his birth anniversary

ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ସମାଜକୁ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୁର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

“ଗୁରୁ ଦିବସ ଅବସରରେ ମୁଁ ଶିକ୍ଷକ ସମାଜକୁ ଅଭିବାଦନ ଜଣାଉଛି, ଯେଉଁମାନେ କି ସମାଜରେ ମାନସିକ ପ୍ରତିପାଳନ ଓ ଶିକ୍ଷାର ଆନନ୍ଦ ପ୍ରସାର କରିବା ଦିଗରେ ସମର୍ପିତ ।

ଜଣେ ମହାନ ଶିକ୍ଷକ ଓ ରାଜନୀତିଜ୍ଞ ଡଃ ଏସ. ରାଧାକ୍ରିଷ୍ଣନଙ୍କୁ ତାଙ୍କ ଜନ୍ମବାର୍ଷିକୀ ଅବସରରେ ମୋର ଶ୍ରଦ୍ଧାଞ୍ଜଳି ।

ଅତ୍ୟାଧୁନିକ ପ୍ରାଦ୍ୟୋଗୀକି ଗବେଷଣା ଏବଂ ନବୋନ୍ମେଷ ଦ୍ୱାରା ପରିଚାଳିତ ଆମ ସ୍ୱପ୍ନର ‘ନୂତନ ଭାରତ’କୁ ପୂରଣ କରିବା ନେଇ ଶିକ୍ଷକମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି ।

ଆସନ୍ତୁ ଆସନ୍ତା 5 ବର୍ଷକୁ ‘ରୂପାନ୍ତରଣ ପାଇଁ ଶିକ୍ଷା, ସଶକ୍ତୀକରଣ ପାଇଁ ଶିକ୍ଷା ଓ ନେତୃତ୍ୱ ପାଇଁ ଶିକ୍ଷା’ରେ ପରିବର୍ତ୍ତନ କରିବା,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.