ମୋର ଏହି ଗସ୍ତ ସମୟରେ ମୁଁ ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ଯୋଗଦେବି । 12 ତାରିଖରେ କଲୋମ୍ବୋ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଁ ଅଗ୍ରଣୀ ବୌଦ୍ଧ ସନ୍ନ୍ୟାସୀ, ବୁଦ୍ଧିଜୀବୀ ଏବଂ ଧର୍ମତତ୍ତ୍ଵବିତ ମାନଙ୍କ ସହ ଆଲୋଚନା କରିବି ।

ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ଏବଂ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋର ସୌଭାଗ୍ୟ ହେବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବୌଦ୍ଧ ଐତିହ୍ୟ ସମ୍ପର୍କକୁ ମୋର ଗସ୍ତ ସାମନାକୁ ଆଣିବ ।

2015ରେ ମୋର ଗସ୍ତ ସମୟରେ ମୁଁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ତଥା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ କେନ୍ଦ୍ରସ୍ଥଳୀ ଅନୁରାଧାପୁର ବୁଲିଦେଖିବାର ସୌଭାଗ୍ୟ ପାଇଥିଲି ।

ଏଥର ମୁଁ କାଣ୍ଡିରେ ଥିବା ପବିତ୍ର ଦନ୍ତ ଅବଶେଷ ମନ୍ଦିର ଭାବେ ଜଣାଶୁଣା ସମ୍ମାନନୀୟ ଶ୍ରୀ ଦାଲଦା ମାଲିଗାୱାଙ୍କ ଦର୍ଶନ କରିବାର ସୁଯୋଗ ପାଇବି ।”

I will be sharing more from Sri Lanka on social media. You can watch all my programmes in Sri Lanka live on the ‘Narendra Modi Mobile App.’"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership