PM prays for the safety of people affected by Cyclone Vardah
My prayers are with all those people who are affected due to adverse weather conditions caused by Cyclone Vardah: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ଦ୍ଧା ଘୂର୍ଣ୍ଣିବାତ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟର ସ୍ଥାନୀୟ ପ୍ରଶାସନ ଏବଂ ସେନାବାହିନୀର ସକ୍ରିୟ ସହଯୋଗରେ ପ୍ରଭାବିତ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ।

“ଘୂର୍ଣ୍ଣିବାତ୍ୟା ବାର୍ଦ୍ଧା ଯୋଗୁଁ ପ୍ରଭାବିତ ଲୋକମାନଙ୍କ ନିକଟରେ ଆମେ ରହିଛୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ମୋର ପ୍ରାର୍ଥନା । ନିରାପଦରେ ରହନ୍ତୁ ।

ରାଷ୍ଟ୍ରୀୟ ବିପର୍ଯୟ ପ୍ରଶମନ ପରିଚାଳନା ସଂସ୍ଥା, ସ୍ଥାନୀୟ ପ୍ରଶାସନ ଏବଂ ସେନାବାହିନୀ ସହାୟତାରେ କେନ୍ଦ୍ର ସରକାର ଲୋକଙ୍କ ଧନ ଜୀବନର ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth