ସନ୍ଥ ରବିଦାସଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସନ୍ଥ ରବିଦାସ ଜୀ ବହୁବର୍ଷ ପୂର୍ବେ ସମାନତା, ସଦଭାବନା ଏବଂ କରୁଣାର ଯେଉଁ ବାର୍ତ୍ତା ଦେଇଥିଲେ, ତାହା ଦେଶବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇବ । ତାଙ୍କ ଜୟନ୍ତୀରେ ମୁଁ ମୋର ସାଦର ପ୍ରଣାମ ଜଣାଉଛି” ।
संत रविदास जी ने सदियों पहले समानता, सद्भावना और करुणा पर जो संदेश दिए, वे देशवासियों को युगों-युगों तक प्रेरित करने वाले हैं। उनकी जयंती पर उन्हें मेरा सादर नमन। pic.twitter.com/uSKRh9AhgH
— Narendra Modi (@narendramodi) February 27, 2021