ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗରଠାରେ ସ୍ଵର୍ଗତ ଶ୍ରୀ ମହେଶଭାଇ ଏବଂ ସ୍ଵର୍ଗତ ଶ୍ରୀ ନରେଶଭାଇ କାନୋଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଚଳଚ୍ଚିତ୍ର, ସଙ୍ଗୀତ ଏବଂ ସଂସ୍କୃତି ସହିତ ଉଭୟେ ଜଡିତ ଥିଲେ ।
In Gandhinagar, PM @narendramodi paid tributes to late Shri Maheshbhai and late Shri Nareshbhai Kanodia, who were associated with the world of films, music and culture. pic.twitter.com/bxtxD3JqLi
— PMO India (@PMOIndia) October 30, 2020


