The thoughts and ideals of Bapu have the power to help us overcome the menace of terrorism and climate change, two challenges humanity faces in these times: PM
Through his lifestyle, Bapu showed what living in harmony with nature is: PM Modi

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଓଲର ୟୋନସେଇ ବିଶ୍ୱବିଦ୍ୟାଳୟଠାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ।

ଏହି ଅବସରରେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମିଃ ମୁନ ଜେ ଇନ, ପ୍ରଥମ ମହିଳା କିମ ଜଙ୍ଗ ସୁକ ଏବଂ ମିଳିତ ଜାତିସଂଘର ପୂର୍ବତନ ମହାସଚିବ ମିଃ ବାନ କୀ ମୁନ ଉପସ୍ଥିତ ଥିଲେ ।

 

ଏହି ଅବସରରେ ବକ୍ତବ୍ୟ ରଖି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୋନସେଇ ବିଶ୍ୱବିଦ୍ୟାଳୟରେ ବାପୁଙ୍କ ଆବକ୍ଷ ମୂର୍ତ୍ତି ଅନାବରଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ।

 

ଏହା ଆହୁରି ସ୍ୱତନ୍ତ୍ର ହୋଇପାରିଛି କାରଣ ଯେତେବେଳେ ଆମେ ବାପୁଙ୍କ 150ତମ ଜନ୍ମବାର୍ଷିକୀ ପାଳନ କରୁଛୁ ସେପରି ଏକ ସମୟରେ ଏହା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବର୍ତ୍ତମାନ ସମୟରେ ମାନବ ଜଗତ ମୁଖ୍ୟତଃ ଦୁଇଟି ସମସ୍ୟା ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଭୋଗୁଛି । ବାପୁଙ୍କ ବିଚାର ଏବଂ ଆଦର୍ଶ ଏହାର ନିରାକରଣ ପାଇଁ ଆମକୁ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ନିଜର ଜୀବନକାଳ ମଧ୍ୟରେ ବାପୁ ଆମକୁ ଦେଖାଇ ଯାଇଛନ୍ତି ଯେ ପ୍ରକୃତି ସହିତ କିଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ରହି ହେବ ଏବଂ ଜଣେ କିପରି ଅଙ୍ଗାରକାମ୍ଳ ବାଷ୍ପର ମାତ୍ରାକୁ କମାଇପାରିବ ।

ୟୋନସେଇ ବିଶ୍ୱବିଦ୍ୟାଳୟ ହେଉଛି ଦକ୍ଷିଣ କୋରିଆର ସବୁଠୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance