Shri Narendra Modi campaigns in Srinagar & Pithoragarh districts of Uttarakhand
Congress has turned ‘Dev Bhoomi’ into “Loot Bhoomi: Shri Modi
Samajwadi party & Congress ruined Uttarakhand. They played with aspirations of people here: PM
Dev Bhoomi can attract tourists from all over the country. This land has so much potential for tourism sector to flourish: PM
Congress did not even note the difficulties our ex-servicemen faced: PM Modi
Why development projects are stalled in Uttarakhand? This has badly hit progress of the state: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ଶ୍ରୀନଗର ଏବଂ ପିଥୋରାଗଡରେ ବିଶାଳ ଜନସଭାକୁ ସମ୍ବୋଧିତ କଲେ । ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଯୋଗଦାନକୁ ମନେ ପକାଇଲେ ।  ସେ କହିଲେ,ଅଟଳ ଜି ତିନୋଟି ରାଜ୍ୟ- ଛାତିଶଗଡ,ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡର ଗଠନ କରିଥିଲେ ।

ଛାତିଶଗଡ,ଝାଡ଼ଖଣ୍ଡ ବିଜେପି ସରକାରଙ୍କ ଶାସନରେ ଦ୍ରୁତ ଭାବେ ବିକାଶ କରୁଛି ଅଂ ଝାଡ଼ଖଣ୍ଡରେ ନିବେଶ ପାଇଁ ଦୁନିଆ ସାରାର ଵିଵେଶକ ଏକଜୁଟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପଚାରିଲେ -କାହଁକି ଉତ୍ତରାଖଣ୍ଡ ପଛରେ ରହିଛି ?

ସ୍ଥାନାନ୍ତର ଉପରେ ବିଚାର କରି ପ୍ରଧାନମନ୍ତ୍ରୀ କହିଲେ-ଯେଉଁଠି ଦେଶର ଦେଢ଼ ସହ କୋଟି ଲୋକ ଆସିବାକୁ ଚାହୁଁଛନ୍ତି ,ସେଠାର ଲୋକେ ଅନ୍ୟ ଜାଗାକୁ କାହଁହି ଯାଉଛନ୍ତି ? ସେ କହିଲେ କି ଏଠାକୁ ଲୋକଙ୍କୁ ଆମନ୍ତ୍ରଣ କରିବା ପାଇଁ ବିଜ୍ଞାପନ ଆବଶ୍ୟକ ନାହିଁ । ବ୍ୟବସ୍ଥା ଏପରି ଗଢି ଉଠିବା ଆବଶ୍ୟକ କି ଆସୁଥିବା ଲୋକେ ଯିବାକୁ ଆଉ ଇଚ୍ଛା ଯେମିତି ନକରିବେ ।

ପ୍ରଧାନମନ୍ତ୍ରୀ କହିଲେ କି ଯୋଗ ପର୍ଯ୍ୟଟନ ,ସ୍ୱାସ୍ଥ୍ୟ ପର୍ଯ୍ୟଟନ ,ବଲିଉଡ଼ ପର୍ଯ୍ୟଟନ ,ରୀକ୍ରିଏସନ ପର୍ଯ୍ୟଟନ ,ଆଡଭେଞ୍ଚର ପର୍ଯ୍ୟଟନ ସବୁକିଛି ଏଠାରେ ବିକଶିତ ହୋଇପାରିବ । ଏହିପରି ସେ କହିଲେ କି -ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତରାଖଣ୍ଡର ଭୂମି ହର୍ବଲ ସେଣ୍ଟର ହୋଇପାରିବ ଏବଂ ବଲିଉଡ଼ର ଲୋକେ ଏଠାକୁ ଆସି ସୁଟିଂ କରିପାରିବେ । ରୀକ୍ରିଏସନ ପର୍ଯ୍ୟଟନ ଏବଂ ବିଭିନ୍ନ ପ୍ରକାର ଖେଳ ପାଇଁ ଆଡଭେଞ୍ଚର ପର୍ଯ୍ୟଟନ ପାଇଁ ଉତ୍ତରାଖଣ୍ଡକୁ ଉଚିତ ଜାଗା ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଲେ ଉତ୍ତରାଖଣ୍ଡର ବିକାଶ ହେଉ ,ଏଥିପାଇଁ ଇଛାଶକ୍ତି ହେବ ଉଚିତ -ଯଦି ଇଛାଶକ୍ତି ହେବ ତ 70 ବର୍ଷରେ 10-10 ଟଙ୍କା ମଧ୍ୟ ବଡ ରକମ ହୋଇ ବାରଣାସୀ ରାସ୍ତା ନିର୍ମାଣ ହୋଇସାରିଥାନ୍ତା । ପ୍ରଧାନମନ୍ତ୍ରୀ କହିଲେ ଯୁଗ ଯୁଗରୁ ଚାରିଧାମ ଯାତ୍ରା ହେଇଆସୁଛି । କେନ୍ଦ୍ର ସରକାର 12000 କୋଟି ଟଙ୍କାର ବ୍ୟୟରେ ଆଧୁନିକ ଟେକ୍ନୋଲୋଜିବାଲା ଏବଂ ସମସ୍ତ ଋତୁରେ ବ୍ୟବହାର କଲାପରି ସଡକ ନିର୍ମାଣ କରିବାର ଆରମ୍ଭ କରାଯାଇଛି । ଏହା ଉତ୍ତରାଖଣ୍ଡ ହିଁ ନାହିଁ ପୁରା ଦେଶର ସ୍ୱପ୍ନ ।

ପ୍ରଧାନମନ୍ତ୍ରୀ ଜନସଭାରେ କହିଲେ ଉତ୍ତରାଖଣ୍ଡର ଅର୍ଥବ୍ୟବସ୍ଥା ମାତୃଶକ୍ତିରେ ଚାଲୁଛି । ସେ କହିଲେ -ଗରିବ ମହିଳା ଚୁଲି ଜଳେବା ପାଇଁ ଫୁଙ୍କି ଫୁଙ୍କି ନିଜର ସ୍ୱାସ୍ଥ୍ୟ ଖରାପ କରୁଥିଲେ ,ଆଜି ମାଁ ଓ ଭଉଣୀମାନଙ୍କ ପାଇଁ ପ୍ରତ୍ୟୋକ ଘରେ ଗ୍ୟାସ ଚୁଲା ପହଞ୍ଚାଯାଇଛି । ଏହା ଉପରେ କାମ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସୋଲାର ମାଧ୍ୟମରେ ଚାଲୁଥିବା ଚରଖା ଉପରେ ମଧ୍ୟ କାମ ହେଉଛି ,ଠାରେ ଯଦି ଏହା ସଫଳ ହୋଇଯାଏ ତ ଉତ୍ତରାଖଣ୍ଡର ମାଁ ଏବଂ ଭଉଣୀମାନେ ଆଜି ଚରଖା ମାଧ୍ୟମରେ ଯେତିକି ରୋଜଗାର କରୁଛନ୍ତି ନା ତାହାଠାରୁ ଅନେକ ଗୁଣ ଅଧିକ ଗୁଣ ତାଙ୍କର ଆମଦାନୀ ହୋଇଯିବ ।

ପିଥୋରାଗଡରେ ପ୍ରଧାନମନ୍ତ୍ରୀ ସରକାର ଅବସର ପ୍ରାପ୍ତ ସୈନିକଙ୍କ ଭଲ ନିମନ୍ତେ ଓଆରଓପି ଲାଗୁ କରାଯାଇଥିବା ବିଷୟରେ ମଧ୍ୟ ଜନତାଙ୍କୁ କହିଲେ । ଭ୍ରଷ୍ଟାଚାର ଏବଂ କଳାଧନ ବିରୋଧରେ ଲଢେ଼ଇକୁ ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କ ଉଦ୍ଦେଶ୍ୟରେ ଲଢେଇ କହିଲେ ଏବଂ କହିଲେ ଏହି କାମକୁ କରିବା ପାଇଁ ସେ ପ୍ରତ୍ୟୋକ ସମସ୍ୟାକୁ ଆପଣେଇବା ପାଇଁ ପ୍ରସ୍ତୁତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”