Relationship between India and the Netherlands is based on the shared values of democracy and rule of law: PM
Approach of India and the Netherlands towards global challenges like climate change, terrorism and pandemic are similar: PM

ମହାମହିମ, 

ଆପଣଙ୍କ ବିଚାର ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଓ ବହୁତ ବହୁତ ଧନ୍ୟବାଦ ।

ଆପଣଙ୍କ ନେତୃତ୍ୱରେ ପରିଚାଳିତ ଦଳ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଏକ ବୃହତ୍ ବିଜୟ ହାସଲ କରିବା ପରେ ମୁଁ ସେଥିପାଇଁ ତୁରନ୍ତ ଟୁଇଟର ଯୋଗେ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲି । ଆଜି କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ସୁଯୋଗରେ ମୁଁ ପୁନର୍ବାର ଆପଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୋର ଶୁଭେଚ୍ଛା ଜ୍ଞାପନ କରୁଛି ।

ମହାମହିମ,

ଗଣତନ୍ତ୍ର ଓ ଆଇନର ଶାସନ ଭଳି ସମଭାଗୀ ମୂଲ୍ୟବୋଧ ଉପରେ ଆମର ସମ୍ପର୍କ ଗଢି ଉଠିଛି । ଜଳବାୟୁ ପରିବର୍ତନ, ଆତଙ୍କବାଦ, ମହାମାରୀ ଭଳି ବୈଶ୍ୱିକ ଆହ୍ୱାନ ଆଦି ପ୍ରତି ଦୃଷ୍ଟିକୋଣ ମଧ୍ୟ ସମାନ । ଇଣ୍ଡୋ-ପ୍ୟାସିଫିକ ରେଜିଲେଣ୍ଟ ସପ୍ଲାଏଚେନ୍ ଓ ଗ୍ଲୋବାଲ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ନୂଆ ପ୍ରସଙ୍ଗ ଉପରେ ଆମର ବିଚାରରେ ମଧ୍ୟ ସମାନତା ରହିଛି । ଆଜି ଆମେ ଏହି ସୁସମ୍ପର୍କକୁ ନୂଆ ଦିଗ୍‌ଦର୍ଶନ ଦେବା । ଜଳ ଉପରେ ଆମର ରଣକୌଶଳାତ୍ମକ ଆଭିମୁଖ୍ୟ ନୂଆ ଦିସା ପାଇବ। ସେହିଭଳି ଆର୍ଥିକ କ୍ଷେତ୍ରରେ ଆମର ଯେଉଁ ଦୃଢ ସହଯୋଗ ରହିଛି, ଫାଷ୍ଟଟ୍ରାକ ମେକାନିଜିମ୍ ମାଧ୍ୟମରେ ତାହା ନୂଆ ବଳ ପାଇବ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ମିଳିବ । ମୋର ବିଶ୍ୱାସ ଯେ, କୋଭିଡ ପରବର୍ତ୍ତୀ କାଳରେ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ଯେଉଁଠି ଆମ ଭଳି ସମଭାବପନ୍ନ ଦେଶ ପାରସ୍ପରିକ ସହଯୋଗକୁ ବଢାଇପାରିବେ ।

ମହାମହିମ, 

୨୦୧୯ରେ ନେଦରଲ୍ୟାଣ୍ଡର ରାଜଦମ୍ପତିଙ୍କ ଭାରତଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଯୋଗାଇଛି । ମୋର ବିଶ୍ୱାସ, ଆଜିର ଭର୍ଚୁଆଲ ଶିଖର ବୈଠକ ଏହି ସମ୍ପର୍କକୁ ଅଧିକ ଦୃଢୀଭୂତ କରିବ ।

ମହାମହିମ,

ଆପଣ ଏଇ ଟିକେ ଆଗରୁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ କଥା ଉଲ୍ଲେଖ କରିଥିଲେ । ଏହା ସତ ଯେ ୟୁରୋପରେ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି । ତେବେ ଏହି କରୋନା ମହାମାରୀ କାଳରେ ଆପଣ ଭାରତୀୟ ମୂଳର ଲୋକଙ୍କ ଭଳ ମନ୍ଦ ବୁଝିବା ସହ ସେମାନଙ୍କର ଯେଉଁ ସେବା ଯତ୍ନ କରିଛନ୍ତି, ସେଥିପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆଗାମୀ ଦିନରେ କୋପ୍‌-୨୬ ଏବଂ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ଆମେ ଅନେକ ବିଷୟ ଆଲୋଚନା କରିବାର ସୁଯୋଗ ପାଇବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ayushman Bharat scheme implemented across the country, covering 6 crore senior citizens above 70 years of age

Media Coverage

Ayushman Bharat scheme implemented across the country, covering 6 crore senior citizens above 70 years of age
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”