ସେୟାର
 
Comments
ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିଛନ୍ତି
ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ':ପ୍ରଧାନମନ୍ତ୍ରୀ ମୋଦୀ
ବହୁ ବର୍ଷରୁ ଭାରତୀୟ ସମୁଦାୟ ରୱାଣ୍ଡାରେ ହାଇ କମିଶନ ସ୍ଥାପନ କରିବାକୁ ଚାହୁଁଛନ୍ତି । ଦୀର୍ଘ ସମୟରୁ କରାଯାଉଥିବା ଏହି ଦାବି ପୁରା କରାଯିବ :ପ୍ରଧାନମନ୍ତ୍ରୀ ମୋଦୀ

ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ  ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ' ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବହୁ ବର୍ଷରୁ ଭାରତୀୟ ସମୁଦାୟ ରୱାଣ୍ଡାରେ ହାଇ କମିଶନ ସ୍ଥାପନ କରିବାକୁ ଚାହୁଁଛନ୍ତି । ଦୀର୍ଘ ସମୟରୁ କରାଯାଉଥିବା ଏହି ଦାବି ପୁରା କରାଯିବ ଯାହାଫଳରେ ଭାରତ ସହିତ ଆହୁରି ଜଡିତ ହୋଇପାରିବେ ।

 

 

 

 

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
7th Pay Commission: Modi govt makes big announcement for J&K, Ladakh; 4.5 lakh employees to benefit

Media Coverage

7th Pay Commission: Modi govt makes big announcement for J&K, Ladakh; 4.5 lakh employees to benefit
...

Nm on the go

Always be the first to hear from the PM. Get the App Now!
...
ଏଠାରେ ପଢନ୍ତୁ 23 ଅକ୍ଟୋବର,2019 ର ଟପ ନ୍ୟୁଜ ଷ୍ଟୋରି
October 23, 2019
ସେୟାର
 
Comments

ଦିନସାରାର ପ୍ରମୁଖ ସମାଚାର ଆପଣଙ୍କର ସକାରାତ୍ମକ ଖବରଗୁଡିକର ଡେଲୀ ଡୋଜ । ସରକାରଙ୍କ ମଧ୍ୟରେ ହେଉଥିବା ବିକାଶ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଜଡିତ ସମସ୍ତ ନବୀନତମ ଖବରଗୁଡିକ ଉପରେ ଏକ ନଜର ଦିଅନ୍ତୁ ଏବଂ ତାହାକୁ ସେୟାର କରନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଉପରେ ତାହାର କ'ଣ ପ୍ରଭାବ ପଡୁଛି !