PM Modi inaugrates SUMUL cattle feed plant, lays Foundation Stone for three Lift Irrigation Schemes
SUMUL has empowered several people, benefited the tribal communities of Gujarat: PM Modi
SUMUL is an example of positive results that can be achieved when Sahkar and Sarkar work together: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଗୁଜରାଟର ବାଜିପୁରାଠାରେ ସୁମୁଲ ଗୋଖାଦ୍ୟ ପ୍ଲାଣ୍ଟର ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ଏଠାରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଏବଂ ତାପି ଜିଲ୍ଲାର ଜେସିନପୁର-ଦୋଲଭାନ ଗୋଷ୍ଠୀ ଓ ବ୍ୟାରା ସହର ପାଇଁ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ।

 

 

 

 

ଏହି ଅବସରରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ସୁମୁଲ୍- ସୁରଟ୍ ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ- ଏହି ଅଞ୍ଚଳର ବହୁ ଲୋକଙ୍କୁ ସଶକ୍ତ କରିପାରିଛି । ସେ କହିଥିଲେ ଯେ ଉମ୍ବରଗାଓଁରୁ ଅମ୍ବାଜି ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି ଏବଂ ଗୁଜରାଟର ଆଦିବାସୀ ଲୋକମାନେ ଏହାର ସୁଫଳ ପାଇଛନ୍ତି । ସୁମୁଲରେ ସହକାର (ସମବାୟ ସଂସ୍ଥା) ଏବଂ ସରକାର ଏକାଠି କାମ କରିବାର ସକାରାତ୍ମକ ଫଳାଫଳ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ସୁମୁଲ ମାଧ୍ୟମରେ ଚାଷୀ ଏବଂ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ଏକାଠି କାମ କରି ସଫଳତା ପାଇପାରିଛନ୍ତି ।

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାପି ଜିଲ୍ଲା ଗୁଜରାଟର ନୂତନ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ଏଠାରେ ଦେଖାଦେଇଥିବା ଉଲ୍ଲେଖନୀୟ ବିକାଶ ଦେଖି ସେ ବେଶ ଖୁସି ।

କୃଷି କ୍ଷେତ୍ରରେ ମୂଲ୍ୟ ସମ୍ବର୍ଦ୍ଧନ ଉପରେ ସେ ଗୁରୁତ୍ୱାରୋପ କରିବା ସହ ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sacred relics of Buddha from National Museum reach Ladakh as Leh marks Buddha Purnima

Media Coverage

Sacred relics of Buddha from National Museum reach Ladakh as Leh marks Buddha Purnima
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.