We live in an era in which connectivity is all important: PM Modi
Governance cannot happen when the dominant thought process begins at 'Mera Kya' and ends at 'Mujhe Kya’: PM Modi
Atal Bihari Vajpayee Ji is the 'Bharat Marg Vidhata.' He has shown us the way towards development: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୋଏଡ଼ା ଏବଂ ନୂଆଦିଲ୍ଲୀ ମଧ୍ୟରେ ଏକ ନୂଆ ମେଟ୍ରୋ ରେଳ ଲିଙ୍କକୁ ଉଦ୍ଘାଟନ କରିଛନ୍ତି । ଫଳକ ଉନ୍ମୋଚନ ସହ ସେ ମେଟ୍ରୋ ରେଳ ମାଜେଂଟା ଲାଇନର ଏକ ଭାଗକୁ ଉଦ୍ଘାଟନ କରିଥିଲେ । ମେଟ୍ରୋ ଲାଇନର ଉକ୍ତ ଅଂଶ ନୋଏଡାସ୍ଥିତ ବଟାନିକାଲ ଗାର୍ଡେନକୁ ଦକ୍ଷିଣ ଦିଲ୍ଲୀସ୍ଥିତ କାଲ୍କାଜୀ ମନ୍ଦିର ପର୍ଯ୍ୟନ୍ତ ଯୋଡ଼ିବ । ଏହି ଅବସରରେ ସେ ଏକ ସାଧାରଣ ସଭାରେ ଯୋଗ ଦେବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥଳରେ ପହଁଚିବା ଲାଗି ମେଟ୍ରୋ ଟ୍ରେନରେ କିଛି ସମୟ ପର୍ଯ୍ୟନ୍ତ ଯାତ୍ରା ମଧ୍ୟ କରିଥିଲେ ।

ଏହି ସମୟରେ ପ୍ରଧାନମନ୍ତ୍ରୀ “ବଡ଼ଦିନ”ର ଶୁଭକାମନା ଜଣାଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଆଜି ହିଁ ଦୁଇ ଜଣ ‘ଭାରତ ରତ୍ନ’ ମଦନମୋହନ ମାଲବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ ।

ସେ କହିଥିଲେ ଯେ ଉତ୍ତର ପ୍ରଦେଶର ଜନସାଧାରଣଙ୍କ କାରଣରୁ ହିଁ ଦେଶକୁ ଏକ ମଜଭୁତ ଏବଂ ସ୍ଥିର ସରକାର ମିଳିପାରିଛି । ସେ ଏହା ମଧ୍ୟ କହିଥିଲେ ଯେ ଉତ୍ତର ପ୍ରଦେଶର ଲୋକମାନଙ୍କ ସ୍ନେହ ପାଇଁ ସେ ସବୁବେଳେ କୃତଜ୍ଞ ହୋଇ ରହିବେ ।

ସେ କହିଥିଲେ ଯେ ଆମେ ବର୍ତ୍ତମାନ ଏପରି ଏକ ଯୁଗରେ ରହୁଛୁ ଯେଉଁଥିରେ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ସେ କହିଥିଲେ ଯେ ମାତ୍ର କିଛି ସମୟ ପୂର୍ବରୁ ଯେଉଁ ମେଟ୍ରୋ ଲାଇନର ଉଦ୍ଘାଟନ କରାଗଲା ତାହା କେବଳ ବର୍ତ୍ତମାନ ପିଢ଼ି ପାଇଁ ନୁହେଁ, ବରଂ ପରବର୍ତ୍ତୀ ପିଢ଼ିକୁ ମଧ୍ୟ ସେବା ପ୍ରଦାନ କରିବ । ସେ କହିଥିଲେ, ଏମିତି ଏକ ପରିକଳ୍ପନା କରାଯାଇଛି ଯେ 2022ରେ ଯେତେବେଳେ ଆମେ ସ୍ୱାଧୀନତାର 75ବର୍ଷ ପୂରଣ କରିବା ସେତେବେଳକୁ ଆମେ ଏପରି ଏକ ଭାରତରେ ରହୁଥିବା ଯାହା ପେଟ୍ରୋଲ ଆମଦାନୀ ଉପରେ ଅପେକ୍ଷାକୃତ କମ ନିର୍ଭରଶୀଳ ହୋଇଥିବ । ସେ କହିଥିଲେ ଯେ ଏହି ସ୍ୱପ୍ନକୁ ସାକାର କରିବା ଲାଗି ଅତ୍ୟାଧୁନିକ ସାଧାରଣ ପରିବହନ ବ୍ୟବସ୍ଥା ସମୟର ଆବଶ୍ୟକତା । ଶ୍ରୀ ନରେନ୍ଦ୍ର ମୋଦୀ ଏ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଡିସେମ୍ବର 2002 ରେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଜାତୀୟ ରାଜଧାନୀ କ୍ଷେତ୍ରରେ ମେଟ୍ରୋ ନେଟୱାର୍କର ଯଥେଷ୍ଟ ବିସ୍ତାର ହୋଇଛି ।

ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇ କହିଲେ ଯେ ଯେପର୍ଯ୍ୟନ୍ତ “ମୋର କ’ଣ ଅଛି” ଏବଂ “ମୁଁ କାହିଁକି” ଚିନ୍ତାଧାରା ମନ ଓ ମସ୍ତିଷ୍କକୁ ପ୍ରଭାବିତ କରୁଥିବ, ସେପର୍ଯ୍ୟନ୍ତ ପ୍ରଭାବଶାଳୀ ପ୍ରଶାସନ ଯୋଗାଇ ଦେବା ସମ୍ଭବ ହେବ ନାହିଁ । ସେ କହିଥିଲେ ଯେ ଏ ପ୍ରକାରର ମାନସିକତା ଏବେ ବଦଳୁଛି । ସେ ଏହା ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାର ରାଜନୈତିକ ଫାଇଦା ପାଇଁ ନୁହେଁ, ବରଂ ଜାତୀୟ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଥିବା ସରକାର ନୂଆ ଆଇନ ତିଆରି କରିବାରେ ଗର୍ବ ଅନୁଭବ କରୁଥିଲା । କିନ୍ତୁ ବର୍ତ୍ତମାନର ସରକାର ଅପ୍ରାସଙ୍ଗିକ ଓ ଅଚଳ ଆଇନକୁ ମୂଳରୁ ସମାପ୍ତ କରିଦେବାକୁ ପ୍ରୟାସ କରୁଛନ୍ତି । ସେ କହିଥିଲେ ଯେ ପୁରୁଣା ହୋଇଯାଇଥିବା ଆଇନ ନିଷ୍ପତ୍ତି ନେବାରେ ବାଧକ ସାଜିଥାଏ । ତେଣୁ ଏପରି ଆଇନ ଜରିଆରେ ସୁଶାସନ ଦେବା ସମ୍ଭବପର ନୁହେଁ ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସେ କହିଥିଲେ ଯେ ସୁଶାସନ ପ୍ରତି ତାଙ୍କର ବିଶେଷ ଗୁରୁତ୍ୱ ରାଜ୍ୟକୁ ଶୀର୍ଷରେ ପହଁଚାଇବ । ପ୍ରଧାନମନ୍ତ୍ରୀ ନୋଏଡ଼ା ଆସି ଏ ସହର ସହ ଜଡ଼ିତ ଅନ୍ଧବିଶ୍ୱାସକୁ ଶେଷ କରିବାର ଶ୍ରେୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କେହି ଏହା ଭାବିଥାଏ ଯେ କୌଣସି ସ୍ଥାନକୁ ନଯିବା ଦ୍ୱାରା ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଦୀର୍ଘ ହୋଇଯିବ ଏବଂ କୌଣସି ସ୍ଥାନକୁ ଗଲେ ତାଙ୍କର କାର୍ଯ୍ୟକାଳ ଛୋଟ ହୋଇଯିବ, ତା’ହେଲେ ସେପରି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହନ୍ତି ।

ପ୍ରଧାନମନ୍ତ୍ରୀ ରେଳବାଇର ମୌଳିକ ଭିତ୍ତିଭୂମି ସୁଧାର ଲାଗି କରାଯାଉଥିବା କାର୍ଯ୍ୟ, ସଡ଼କ ନେଟୱାର୍କର ବିସ୍ତାର ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ହୋଇଥିବା ପ୍ରଗତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କୁ “ଭାରତ ମାର୍ଗ ବିଧାତା” ଭାବେ ଅଭିହିତ କରିଥିଲେ ଯେ ଏବଂ ଏଥିସହିତ କହିଥିଲେ ଯେ ଶ୍ରୀ ଅଟଳବିହାରୀ ବାଜପେୟୀ ଆମକୁ ବିକାଶର ମାର୍ଗ ଦେଖାଇଛନ୍ତି ।

ଏଥିପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏ ଦେଶର ରାଜନୀତିକୁ ଏକ ନୂଆ ଅର୍ଥ ଏବଂ ଆଭିମୁଖ୍ୟ ପ୍ରଦାନ କରିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଦେଶ ହିତ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ବିକାଶର ମାର୍ଗରେ ଯିବାକୁ କହିଥାନ୍ତି ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!