Emerging fields, including AI, Machine Learning, IoT, Blockchain and Big Data can take India to new heights of development and improve the quality of life of its citizens: PM
Industry 4.0 has the strength to drive irreversible positive change in India: PM Modi
Fourth Industrial revolution will help bring the required speed and scale to work being done in India: PM Modi
From ‘local solution’ to ‘global application’…We are moving ahead on this path: PM Modi
India’s contribution towards the fourth industrial revolution would leave the world stunned: PM Narendra Modi
#DigitalIndia has brought data to the villages; India has the highest mobile data consumption in the world and is also the country where data is available at the lowest price: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଚତୁର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ରର ଉଦ୍ଘାଟନ ସମାରୋହରେ ଯୋଗଦେଇ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାସ୍ତବରେ ‘ଉଦ୍ୟୋଗ 4.0’ ରେ ମାନବ ଜୀବନର ବର୍ତ୍ତମାନ ଏବଂ ଭବିଷ୍ୟତକୁ ପରିବର୍ତ୍ତନ କରିବାର କ୍ଷମତା ରହିଛି । ସେ କହିଥିଲେ ଯେ ସାନଫ୍ରାନସିସକୋ, ଟୋକିଓ ଏବଂ ବେଜିଂ ପରେ ବିଶ୍ୱରେ ଏହା ହେଉଛି ଚତୁର୍ଥ କେନ୍ଦ୍ର ଯାହାର ଶୁଭାରମ୍ଭ ଭବିଷ୍ୟତରେ ଅପାର ସୁଯୋଗ ଆଣିପାରିବ ।

ସେ କହିଥିଲେ ଯେ କୃତ୍ରିମ ଧୀଶକ୍ତି, ମେସନି-ଲର୍ଣ୍ଣିଂଗ, ଇଣ୍ଟରନେଟ ଅଫ ଥିଂଗସ, ବ୍ଲକଚେନ ଏବଂ ବିଗ-ଡାଟା ଭଳି କ୍ଷେତ୍ର ଭାରତକୁ ବିକାଶର ନୂତନ ଶିଖରରେ ପହଂଚାଇ ନାଗକରିକମାନଙ୍କର ଜୀବନକୁ ଉତ୍ତମ କରିପାରିବ । ସେ କହିଥିଲେ ଯେ ଭାରତ ପାଇଁ ଏହା କେବଳ ଔଦ୍ୟୋଗିକ ପରିବର୍ତ୍ତନ ନୁହେଁ ବରଂ ସାମାଜିକ ପରିବର୍ତ୍ତନ ମଧ୍ୟ । ‘ଉଦ୍ୟୋଗ 4.0’ ରେ ଭାରତରେ ଅପରିବର୍ତ୍ତନୀୟ ରଚନାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହାଦ୍ୱାରା ଭାରତରେ କାର୍ଯ୍ୟର ଆବଶ୍ୟକ ବିକାଶ ଆସିପାରିବ ଏବଂ କାର୍ଯ୍ୟ ଶୈଳୀକୁ ଉତ୍ତମ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ଡାଟା ଗ୍ରାମାଂଚଳ ପର୍ଯ୍ୟନ୍ତ ପହଂଚାଯିବା କଥା କହିଥିଲେ । ସେ କହିଥିଲେ ଯେ ନିକଟ ଅତୀତରେ ସଂଚାର-ସଘନତା, ଇଣ୍ଟରନେଟ କଭରେଜ ଏବଂ ମୋବାଇଲ ଇଣ୍ଟରନେଟ ସୁବିଧାର ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ସେ ଭାରତରେ ସାଧାରଣ ସେବା କେନ୍ଦ୍ରଗୁଡିକର ସଂଖ୍ୟାରେ ବିକାଶ ଆଣିବା ନେଇ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ବିଶ୍ୱରେ ସବୁଠାରୁ ଅଧିକ ମୋବାଇଲ ଡାଟାର ଉପଯୋଗ ଭାରତରେ ହିଁ ହେଉଛି ଏବଂ ଭାରତ ଏଭଳି ଏକ ଦେଶ ଯେଉଁଠି ସବୁଠାରୁ ଏହା କମ ଦରରେ ଉପଲବ୍ଧ କରାଯାଉଛି । ଏହି ଅବସରରେ ସେ ଭାରତର ଡିଜିଟାଲ ଭିତ୍ତିଭୂମି ଏବଂ ଆଧାର, ୟୁପିଆଇ, ଇ-ନାମ ଏବଂ ଜିଇଏମ ସହିତ ସେଗୁଡିକର ଆନ୍ତଃସଂଯୋଗ (interface) ବିଷୟରେ କହିଥିଲେ । ସେ କହିଥିଲେ ଯେ କୃତ୍ରିମ ଧୀଶକ୍ତିରେ ଅନୁସନ୍ଧାନ ପାଇଁ କିଛି ମାସ ପୂର୍ବରୁ ଏକ ମଜବୁତ ଭିତ୍ତିଭୂମି କରିବା ପାଇଁ ରାଷ୍ଟ୍ରୀୟ ରଣନୀତି ପ୍ରସ୍ତୁତ କରାଯାଇଛି । ସେ କହିଥିଲେ ଯେ ନୂତନ କେନ୍ଦ୍ରରୁ ଏହି ପ୍ରକ୍ରିୟାକୁ ସହାୟତା ମିଳିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଉଦ୍ୟୋଗ 4.0’ ଏବଂ କୃତ୍ରିମ ଧୀଶକ୍ତିର ବିସ୍ତାର ଦ୍ୱାରା ସ୍ୱାସ୍ଥ୍ୟ ସଂସ୍କାର ଉତ୍ତମ ହେବ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଖର୍ଚ୍ଚ କମ ହେବ । ସେ କହିଥିଲେ ଯେ ଏହାଦ୍ୱାରା କୃଷକମାନଙ୍କୁ ସହାୟତା ମିଳିବ ଏବଂ ଏହା କୃଷି କ୍ଷେତ୍ର ପାଇଁ ଅନେକ ସହାୟକ ହେବ । ସେ ଉଲ୍ଲେଖ କରିଥିଲେ ଯେ ଯାତାୟତ ଏବଂ ସ୍ମାର୍ଟ ମୋବିଲିଟି ଭଳି କ୍ଷେତ୍ରଗୁଡିକରେ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହି କ୍ଷେତ୍ରଗୁଡିକର କାର୍ଯ୍ୟରେ ହେଉଥିବା ପ୍ରଗତି ଦୃଷ୍ଟିରୁ ‘ଭାରତ ପାଇଁ ସମାଧାନ, ବିଶ୍ୱ ପାଇଁ ସମାଧାନ’ ଆମର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତ ଚତୁର୍ଥ ଶିଳ୍ପ ବିପ୍ଲବରୁ ଲାଭ ଉଠାଇବାରେ ସକ୍ଷମ ହେବ । ସେ କହିଥିଲେ ଯେ ଭାରତ ଏହି ଦିଗରେ ଅନେକ ଯୋଗଦାନ ମଧ୍ୟ କରିବ । ସେ କହିଥିଲେ ଯେ ସ୍କିଲ ଇଣ୍ଡିଆ ମିଶନ, ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ ଅଟଳ ନବୋନ୍ମେଷ ଅଭିଯାନ ଭଳି ସରକାରଙ୍କ ପଦକ୍ଷେପଗୁଡିକ ଆମ ଯୁବଗର୍ବଙ୍କୁ ନୂତନ ଏବଂ ପ୍ରସ୍ଫୁଟିତ ଉଦ୍ୟୋଗ ପାଇଁ ପ୍ରସ୍ତୁତ କରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bank credit, deposit growth at 16.08% in FY26, fastest since FY24

Media Coverage

Bank credit, deposit growth at 16.08% in FY26, fastest since FY24
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, highlights commitment to women empowerment
April 16, 2026

The Prime Minister, Shri Narendra Modi said that with the special session of Parliament commencing today, the country is set to take a historic step towards women empowerment. He noted that respect for mothers and sisters is respect for the nation, and with this spirit, the country is moving forward with firm resolve in this direction.

The Prime Minister shared a Sanskrit Shubhashitam-

“व्युच्छन्ती हि रश्मिभिर्विश्वमाभासि रोचनम्।
ता त्वामुषर्वसूयवो गीर्भिः कण्वा अहूषत॥”

The Sanskrit Shubhashitam conveys that a woman, with the light of her knowledge, dispels the darkness of ignorance and illuminates the entire world. Therefore, those who aspire for prosperity and noble virtues always honor and respect women.

The Prime Minister wrote on X;

“आज से शुरू हो रही संसद की विशेष बैठक में हमारा देश नारी सशक्तिकरण के लिए ऐतिहासिक कदम उठाने जा रहा है। हमारी माताओं-बहनों का सम्मान राष्ट्र का सम्मान है और यही भावना लेकर हम इस दिशा में दृढ़ता से आगे बढ़ रहे हैं।

व्युच्छन्ती हि रश्मिभिर्विश्वमाभासि रोचनम्।

ता त्वामुषर्वसूयवो गीर्भिः कण्वा अहूषत॥”