PM Modi attends swearing in ceremony of Uttar Pradesh Government
PM Modi congratulates Yogi Adityanath for taking over as Chief Minister of Uttar Pradesh
New team will leave no stone unturned in making UP Uttam Pradesh. There will be record development: PM Modi
Our sole mission and motive is development. When UP develops, India develops: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୂତନ ସରକାର ଗଠନ ଲାଗି ଶ୍ରୀ ଯୋଗୀ ଆଦିତ୍ୟନାଥ, ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଶ୍ରୀ ଦିନେଶ ଶର୍ମାଙ୍କ ସମେତ ଶପଥ ନେଇଥିବା ସବୁ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂତନ ସରକାର ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସରକାର ଅମଳରେ ବିକାଶର ନୂଆ ରେକର୍ଡ ହେବ ଏବଂ ଉତ୍ତର ପ୍ରଦେଶର ବିକାଶ ସହିତ ଭାରତର ମଧ୍ୟ ପ୍ରଗତି ଘଟିବ ।

 

 

“ଯୋଗୀ ଆଦିତ୍ୟନାଥ, କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ଏବଂ ଆଜି ଶପଥ ନେଇଥିବା ସବୁ ମନ୍ତ୍ରୀଙ୍କୁ ମୋର ଅଭିନନ୍ଦନ । ଉତ୍ତର ପ୍ରଦେଶର ସେବାରେ ସମର୍ପିତ ସରକାରକୁ ଶୁଭ କାମନା ।

ମୋର ଦୃଢ ବିଶ୍ଵାସ ଯେ ଏହି ନୂଆ ଟିମ ଉତ୍ତର ପ୍ରଦେଶକୁ ଉତ୍ତମ ପ୍ରଦେଶ ରୂପେ ଗଢିବାରେ ସମର୍ଥ ହେବେ । ବିକାଶର ସ୍ତର ରେକର୍ଡ ଛୁଇଁବ । ଆମର ଏକମାତ୍ର ଲକ୍ଷ୍ୟ ଓ ଆଭିମୁଖ୍ୟ ହେଉଛି ବିକାଶ । ଯେତେବେଳେ ଉତ୍ତର ପ୍ରଦେଶ ଉନ୍ନତି କରିବ ଭାରତ ମଧ୍ୟ ସେତେବେଳେ ବିକଶିତ ହେବ । ଆମେ ଉତ୍ତର ପ୍ରଦେଶର ଯୁବଶକ୍ତି ପାଇଁ କାମ କରିବା ସହିତ ସେମାନଙ୍କ ଲାଗି ଉପଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ ଚାହୁଁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Safe, Inclusive AI For All': PM Modi Says India Helping Shape 'Force For Good' Conversation

Media Coverage

'Safe, Inclusive AI For All': PM Modi Says India Helping Shape 'Force For Good' Conversation
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam highlighting the importance of complete and scientifically grounded knowledge
February 18, 2026

Prime Minister Shri Narendra Modi today shared a Sanskrit Subhashitam highlighting the importance of complete and scientifically grounded knowledge. Such a complete true wisdom leads an individual to fullness, Clarity and the supreme realisation of truth.

The PM quoted an ancient Sanskrit verse on X:

“ज्ञानं तेऽहं सविज्ञानमिदं वक्ष्याम्यशेषतः।

यज्ज्ञात्वा नेह भूयोऽन्यज्ज्ञातव्यमवशिष्यते।।”