The nation is proud of the IITs & what IIT graduates have achieved. The success of IITs led to the creation of engineering colleges around the country: PM
IITs have become 'India's Instrument of Transformation': PM Modi
Innovations and Enterprise are going to be the foundation stone for making India a developed economy: PM Modi
Innovation is the buzz-word of 21st century. Any society that does not innovate will stagnate: PM Modi
We must make India the most attractive destination for innovation & enterprise: PM
Innovate in India, Innovate for humanity: PM Modi's appeal to students
Focus on aspirations, set high targets: PM Modi tells students

ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟି ହେଉଛି 'ଭାରତର ଇନଷ୍ଟ୍ରୁମେଣ୍ଟ ଅଫ ଟ୍ରାନ୍ସଫୋର୍ମେଶନ ' । ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବାଚାର କରିବା ଏବଂ ମାନବତା କଲ୍ୟାଣ ପାଇଁ ନବୀନତାର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଉନ୍ନତ କୃଷି ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ସ୍ୱଚ୍ଛ ଉର୍ଜାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ ,କୁପୋଷଣକୁ ପ୍ରଭାବୀ ଢଙ୍ଗରେ କମ କରିବାଠୁ ନେଇ ଅପବ୍ୟୟ ସଂଚାଳନ ପର୍ଯ୍ୟନ୍ତ ,ଆମେ ଏହା ସୁନିଶ୍ଚିତ କରିବାକୁ ଅଛି ଯେ ଭାରତୀୟ ପ୍ରୟୋଗଶାଳା ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବାଚାର ସୁନିଶ୍ଚିତ ହେଉ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership