Vijaya Dashami is the festival of victory of truth over falsehood; and of defeating the oppressor: PM Modi
Terrorism is the enemy of humanity: PM Modi
The forces of humanity across the world must now unite against terrorism: PM Modi
PM Modi urges people to defeat the Ravana existing in the form of corruption, illiteracy and poverty

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌଠାରେ ରାମଲୀଳା ମଇଦାନରେ ଅନୁଷ୍ଠିତ ପବିତ୍ର ଦଶହରା ଉତ୍ସବରେ ଯୋଗ ଦେଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଏଥିସହିତ ବିଜୟ ଦଶମୀ ଉପଲକ୍ଷେ ସେଠାରେ ଉପସ୍ଥିତ ରହିଥିବା ଜନସାଧାରଣ ଏବଂ ଦେଶବାସୀଙ୍କୁ ସେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମଲୀଳା ଦେଶର ଏକ ପ୍ରାଚୀନ ପରମ୍ପରା । ଏହା ସତ୍ୟ ଉପରେ ଅସତ୍ୟର ବିଜୟ ଭାବେ ବିବେଚନା କରାଯାଏ । ଏହି ଉପଲକ୍ଷେ ପ୍ରତିବର୍ଷ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ମଧ୍ୟରେ ଲୁକ୍କାୟିତ ମନ୍ଦ ଭାବନା ତଥା ଶକ୍ତିକୁ ପରିହାର କରି ଏକ ଆଦର୍ଶ ସମାଜ ଗଠନ କରିବା ଏବଂ ଏଥିଲାଗି ଆଜିର ପବିତ୍ର ଦିବସରେ ଅଙ୍ଗୀକାରବଦ୍ଧ ହେବା । ଏହାଦ୍ଵାରା ଆମ ଦେଶରେ ଏକ ମହାନ ପରମ୍ପରା ଓ ଆଦର୍ଶ ସୃଷ୍ଟି ହେଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆତଙ୍କବାଦ ସମଗ୍ର ମାନବ ସମାଜର ଶତ୍ରୁ । ମର୍ଯ୍ୟାଦାପୁରୁଷ ଶ୍ରୀରାମ ହେଉଛନ୍ତି ତ୍ୟାଗ, ନିଷ୍ଠା, ଆଦର୍ଶ ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ । ସେ କହିଥିଲେ ଯେ ରାମାୟଣରେ ଜଟାୟୁ ଚରିତ୍ରର ବର୍ଣ୍ଣନା ରହିଛି । ଜଟାୟୁ ସେତେବେଳେ ରାବଣର ଆତଙ୍କବାଦ ବିରୁଦ୍ଧରେ ନିର୍ଭୀକ ଭାବେ ସଂଗ୍ରାମ କରି ଅନାବିଳ ତ୍ୟାଗ ଓ ଅଦମ୍ୟ ସାହସର ପରିଚୟ ଓ ପରମ୍ପରା ସୃଷ୍ଟି କରିପାରିଥିଲା । ଆଜି ଆମେ 125 କୋଟି ଭାରତୀୟ ସେହି ପଥକୁ ଆପଣେଇ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ କରିବାର ବେଳ ଆସିଛି । ଆମେ ପ୍ରତ୍ୟେକ ବ୍ୟକ୍ତି ଯଦି ସଦାସର୍ବଦା ଜାଗ୍ରତ ରହିବା ତା’ହେଲେ ଆତଙ୍କବାଦୀଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଦେଇପାରିବା ।

ବିଶ୍ଵବାସୀ ଏବେ ମିଳିତ ଭାବେ ମାନବିକତାକୁ ଆଧାର କରି ଆତଙ୍କବାଦ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଆତଙ୍କବାଦ ପାଇଁ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ସେମାନେ ମଧ୍ୟ ଆଉ ବର୍ତ୍ତି ଯାଇ ପାରିବେ ନାହିଁ ।

ବିଶ୍ଵବାସୀ ଏବେ ମିଳିତ ଭାବେ ମାନବିକତାକୁ ଆଧାର କରି ଆତଙ୍କବାଦ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଆତଙ୍କବାଦ ପାଇଁ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ସେମାନେ ମଧ୍ୟ ଆଉ ବର୍ତ୍ତି ଯାଇ ପାରିବେ ନାହିଁ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates successful candidates of Civil Services Examination, 2025
March 06, 2026

The Prime Minister, Shri Narendra Modi has congratulated all those who have successfully cleared the Civil Services Examination, 2025. He said that their dedication, perseverance and hard work have enabled them to achieve this significant milestone.

The Prime Minister noted that clearing the Civil Services Examination marks the beginning of an important journey of public service. He wished the successful candidates the very best as they embark on the path of serving the nation and fulfilling the aspirations of the people.

The Prime Minister also conveyed his message to those who may not have secured the desired outcome in the examination. He acknowledged that such moments can be difficult, but emphasised that this is only one step in a larger journey.

Highlighting that many opportunities lie ahead, both in future examinations and in the many avenues through in which individuals can contribute to the nation, the Prime Minister extended his best wishes to them for the road ahead.

The Prime Minister wrote on X;

“Congratulations to all those who have successfully cleared the Civil Services Examination, 2025. Their dedication, perseverance and hard work have led to this significant milestone.

Wishing them the very best as they embark on a journey of serving the nation and fulfilling the aspirations of the people.”

“To those who may not have secured the desired outcome in the Civil Services Examination, I understand that such moments can be difficult. However, this is only one step in a larger journey. Many opportunities lie ahead, both in future examinations and in the many avenues through which you can contribute to our nation. My best wishes for the road ahead.”