I am fighting against corruption today and hence, have become a pain in Congress' neck: PM
Modi is not the reason for it but the 125 crore Indians standing behind him, says the PM
We made interview process for government jobs more transparent, says PM Modi
Maximum development in Himachal Pradesh when BJP was in power at Centre and the state: PM
We want to change lives in villages in India be it roads, railways, air, highways: PM Modi
Himachal has much potential to expand it's tourism sector, we want to strengthen it further: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶରେ ଦୁଇଟି ଜନସଭାକୁ ସମ୍ବୋଧିତ କଲେ ।  ପ୍ରଥମ ଜନସଭା କାଙ୍ଗଡା ଜିଲ୍ଲାର ରେତ ଏବଂ ଦ୍ୱିତୀୟଟି ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ରାଜ୍ୟରେ ବିଜେପିକୁ ନିଜର ଉତ୍ସାହୀ ସମର୍ଥନ ପାଇଁ ନାଗରିକଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ ।

ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ,ଏହି ନିର୍ବାଚନ ନା କେବଳ ସରକାର ଗଠନ ପାଇଁ ବରଂ 'ଭବ୍ୟ' ଏବଂ 'ଦିବ୍ୟ' ହିମାଚଳର ନିର୍ମାଣ ପାଇଁ ।

କଂଗ୍ରେସ ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦୀ ,କହିଲେ ,'' ଯେତେବେଳେ ନିର୍ବାଚନ ଆସେ ,ତୋ  ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ,କିନ୍ତୁ କଂଗ୍ରେସ ହିମାଚଳ ପ୍ରଦେଶରେ ନିଜକୁ  ଆଗରୁ ହିଁ ସମର୍ଥନ ରହିଛି ବୋଲି ବିଚାର କରେ । ଦେଶବ୍ୟାପୀ ଲୋକେ 'କାରନାମାଗୁଡିକ' ର କାରଣରୁ କଂଗ୍ରେସକୁ ନିଜଠାରୁ ଅଲଗା କରୁଛନ୍ତି  ।

ୟୁପିଏର 10 ବର୍ଷ କାର୍ଯ୍ୟକାଳରେ ,ଆମେ କେବଳ ଘୋଟଲା ଏବଂ ଭ୍ରଷ୍ଟାଚାର ବିଷୟରେ ଶୁଣିଛୁ । ସେ ପୁଣି କହିଲେ ,କିନ୍ତୁ ଆଜି କଥାଟା ବଦଳି ଯାଇଛି ।

ସେ କହିଲେ ,କୌଣସି ବରିଷ୍ଠ କଂଗ୍ରେସ ନେତା ଏଠାରେ ଅଭିଯାନରେ ଆସିନଥିଲେ । ସେମାନେ ଆଗରୁ ହିଁ ଅଂଚଳକୁ ଛାଡିଦେଇଥିଲେ ।'' ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ହିମାଚଳର ଲୋକଙ୍କ ହୃଦୟରେ କ୍ରୋଧ ଥିଲା ଏବଂ  ମତଦାନ ଦିନ ,ଯାହା କଂଗ୍ରେସ ତାହାର ପାପର ଫଳ ପାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଦୁନିଆ ପ୍ରତ୍ୟକ ପାହାଚରେ ଭାରତର ଧ୍ୟାନ ରଖିଆସିଛି । ପ୍ରଧାନମନ୍ତ୍ରୀ କହିଲେ ,''ମୋଦୀ ଏଥିପାଇଁ କାରଣ ନୁହନ୍ତି ,କିନ୍ତୁ 125 କୋଟି ଭାରତୀୟ ତାଙ୍କ ପଛରେ ଛିଡ଼ା ହୋଇଛନ୍ତି ।

ଭାରତୀୟ ସେନାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ ଯେ ହିମାଚଳ ପ୍ରଦେଶ 'ବୀର ଭୂମି' ଏବଂ ଆମକୁ ଏହି ଦେଶର ଆମର ଯବାନମାନଙ୍କୁ ଉପରେ ଗର୍ବ ଅନୁଭବ ହେଉଛି ,ଯେଉଁମାନେ ଦେଶର ରକ୍ଷା କରୁଛନ୍ତି  ।

ଏହି ଜନସଭାରେ,ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଜୁଳି ଅଭିଯାନ ବିଷୟରେ କହିଲେ ଯେ ସ୍ୱାଧୀନତା ପରେ 18,000 ରୁ ଅଧିକ ଗ୍ରାମରେ ବିଜୁଳି ନଥିଲା ,ଆମେ ମିଶନ ମୋଡରେ  ସେହି ଗ୍ରାମଗୁଡିକର ବିଦ୍ୟୁତିକରଣର ପାଇଁ ଆଗେଇଆସିଲୁ   ।

ସାଥିରେ ,ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଯୋଜନାର ମହତ୍ୱ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଆମେ ପୁରା ଦେଶରେ ଆବିର୍ଭୁତ ଉଦ୍ୟୋଗୀଙ୍କୁ ସଶକ୍ତ କରୁଛୁ । ସେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାର ଲାଭ ବିଷୟରେ ମଧ୍ୟ କହିଥିଲେ ।

ଏହି ଜନସଭାରେ ଅନେକ ଦଳୀୟ ନେତା ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."